ଭୁବନେଶ୍ୱର- ବରିଷ୍ଠ ଆଇଏସ ଅଫିସର ଭିନେଲ କ୍ରିଷ୍ଣା ଓଏସଡି ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ପରିଚାଳନ କରିବେ । ସେହିପରି ଆଉ ୨ ଜଣଙ୍କୁ ମଧ୍ୟ ନବୀନ ପଟ୍ଟନାୟକଙ୍କ ଅଫିସରେ ନିଯୁକ୍ତି ମିଳିଛି । ଲାଲ ମୋନଜ କୁମାର ରାଓଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତି କରାଯାଇଛି । ଶୁଭମ ମିଶ୍ରଙ୍କୁ ଡେପୁଟି ସଚିବ ଭାବେ ନିଯୁକ୍ତି ହୋଇଛନ୍ତି । ସେହିପରି ପ୍ରତାପ କୁମାର ବେହେରା କଟକ ଉପଜିଲ୍ଲାପଳ ଭାବେ ନିଯୁକ୍ତି ହୋଇଛନ୍ତି ।