ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୪୦୧ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷାରୁ କୁହାଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୦୦, ଗଜପତି ୬୭, କଟକ ୪୨, ଯାଜପୁର ୩୨, ଦେଓଗଡ ୧୯, କୋରାପୁଟ ୧୮, ଖୋର୍ଦ୍ଧା ୧୫, ବରଗଡ ଓ ଭଦ୍ରକରୁ ୧୪ ଲେଖାଏଁ, ବାଲେଶ୍ୱର ୧୨, କେନ୍ଦୁଝର ୧୦, ମାଲକାନାଗିରି ୧୦, ଜଗତସିଂହପୁର ୯, ଝାରସୁଗୁଡା ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ, କନ୍ଧମାଳ ୬, ନୟାଗଡ ଓ ସମ୍ବଲପୁରରୁ ୫ ଲେଖାଏଁ, ନବରଙ୍ଗପୁର ୪, କେନ୍ଦ୍ରାପଡା ୩, ଢେଙ୍କାନାଳରୁ ୨ଜଣ ଲେଖାଏଁ ରହିଛନ୍ତି । ରାଜ୍ୟରେ ଆରୋଗ୍ୟ ହାର ୭୪୦୭ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

3 + twenty =