ସେନାକୁ ମିଳିଲା ପୂର୍ଣ୍ଣ ସ୍ୱାଧୀନତା

ଭୁବନେଶ୍ୱର: ଚୀନ ସେନାକୁ ନିଜ ଢଙ୍ଗରେ ସାବାଡ କରିବା ପାଇଁ ଭାରତୀୟ ସେନାକୁ ମିଳିଛି ପୂର୍ଣ୍ଣ ସ୍ୱାଧୀନତା । ଚୀନସୀମାପଟୁ ଯବାନଙ୍କ ଜୀବନ ପ୍ରତି ବିପଦ ଦେଖାଗଲେ ଏଲଏସିରେ ସେନାକୁ ଗୁଳି ଚଳାଇବାକୁ ଅନୁମତି ଦେଇଛନ୍ତି ଭାରତ ସରକାର । ଦୁଇ ଦେଶର ପ୍ରଟୋକଲ ଅନୁସାରେ ବର୍ତମାନ ସୁଦ୍ଧା ଅସ୍ତ୍ର ଚାଳନା ଉପରେ ପ୍ରତିବନ୍ଧକ ଲାଗିଥିଲା । ଗଲୱାନ ଘାଟି ଚୀନ ଭାରତ ସଘଂର୍ଷ ପରେ ସେନାର ହାତ ଖୋଲି ଦେଇଛନ୍ତି ମୋଦି ସରକାର ।

Leave A Reply

Your email address will not be published.

12 − 6 =