ଘୁଂଚିଲା ଅନୁଭବଙ୍କ ମାମଲାର ଶୁଣାଣି


କଟକ- ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଆଣିବା ପାରିବାରିକ କଳହ ମାମଲାର ଶୁଣାଣିର ତାରିଖ ଘୁଂଚିଛି । ଅକ୍ଟୋବର ୧୨ ତାରିଖରେ ହେବ ଏହି ମାମଲାର ଶୁଣାଣି । ଆଜି ଏସଡିଜେଏମ କୋର୍ଟ ଏହି ମାମଲାର ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ କିନ୍ତୁ ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରି ନ ଥିବାର ଏହାକୁ ଆକ୍ଟୋବର ୧୨ ତାରିଖକୁ ଘୁଂଚାଇ ଦିଆଯାଇଛି ।

Leave A Reply

Your email address will not be published.

3 × four =