ଭୁବନେଶ୍ୱର- ଗତ ୨୪ ଘଂଟାରେ ରାଜ୍ୟରେ ୩୨୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୮୭ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୨୬୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୭୬୨, ରାୟଗଡା. ୪୫୦, କଟକ ୩୨୩, ଅନୁଗୁଳ ୧୧, ବାଲେଶ୍ୱର ୭୮, ବରଗଡ ୭୮, ବରଗଡ ୧୪୬, ଭଦ୍ରକ ୭୬, ବଲାଙ୍ଗିର ୫୪, ବୈଦ୍ଧ ୩୮, ଦେଓଗଡ ୭, ଢେଙ୍କାନାଳ ୯୪, ଗଜପତି ୨୦, ଜଗତସିଂହପୁର ୩୬, ଯାଜପୁର ୮୩, ଝାସୁଗୁଡା ୫୫, କଳାହାଣ୍ଡି ୨, କନ୍ଧମାଳ ୨୬, କେନ୍ଦ୍ରାପଡା ୭୭, କେନ୍ଦୁଝର ୫୦, କୋରାପୁଟ ୨୫, ମାଲକାନଗିରି ୨୧, ମୟୂରଭଞ୍ଜ ୧୨୩, ନବରଙ୍ଗପୁର ୪୧, ନୟାଗଡ ୧୨୦, ନୂଆପଡା ୨୫, ପୁରୀ ୧୩୫, ସମ୍ବଲପୁର ୬୩, ସୋନପୁର ୩୮, ସୁନ୍ଦରଗଡ ୯୪ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯୨୦ ରହିଥିବା ବେଳେ ୬୭୮୨୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୨୯୫୭୧ ବିିଭନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।