ଏଲଏସିରେ ଉତେଜନା: ଚୀନକୁ ଭାରତର କଡା ଜବାବ


ନୂଆଦିଲ୍ଲୀ- ଏଲଏସିରେ ଚୀନା ସେନା ପକ୍ଷରୁ ଗୁଳିମାଡ । ଦକ୍ଷିଣ ପାଙ୍ଗଙ୍ଗ ଅଂଚଳରେ ଚୀନ ସେନା ପକ୍ଷରୁ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା । ତେବେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ସୀମାରେ ସଜାଗ ରହିଥିବା ଭାରତୀୟ ସେନା ଏହାର କଡା ଜବାବ ଦେଇଛି । ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଥିଲା । କିନ୍ତୁ ଏହା କମ ସମୟ ରହିଥିଲା । ଅନ୍ୟପଟେ ଭାରତକୁ ବଦନାମ କରିବାକୁ ଚୀନ ଉଦ୍ୟମ ଚଳାଉଛି । ଭାରତ ସୀମାରେ ୱାର୍ଣ୍ଣିଂ ଫାୟରିଂ କରିଥିବା ଅଭିଯୋଗ ଆଣିଛି ଚୀନ ।

Leave A Reply

Your email address will not be published.

four × 3 =