ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ଫରେନସିକ ବିଭାଗକୁ ଚିଠି ଲେଖିଛନ୍ତି କ୍ରାଇମବ୍ରାଚଂ । ଯଦି ଏହି ଟେଷ୍ଟ ହୁଏ ତେବେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କର ମଧ୍ୟ ଏହି ଟେଷ୍ଟ ହୋଇପାରେ । ଲାଏ ଡିଟେକ୍ସନ ଟେଷ୍ଟ ପରେ କ୍ରାଇବବ୍ରାଂଚକୁ କିଛି ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି ।