ସୃଷ୍ଟି ହୋଉଛି ଘୂର୍ଣ୍ଣିବଳୟ: ଓଡିଶାରେ ପ୍ରବଳ ଛେଚିବ


ଭୁବନେଶ୍ୱର- ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ଆଭ୍ୟନ୍ତରୀଣ ଓଡିଶା ଉପକୂଳ ଓଡିଶାରେ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । କୋରାପୁଟ, ମାଲକାନଗିରି, ଗଜପତି, ନବରଙ୍ଗପୁର, କଳାହାଣ୍ଠି, ରାୟଗଡାରେ ୧୨ ଓ ୧୩ ତାରିଖରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.

two × 1 =