ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଦବସିଂହ ସୋଲାଙ୍କିଙ୍କ ପରଲୋକ

ଗୁଜୁରାଟ: ଗୁଜୁରାଟର ପୂର୍ବତନ ମୁଖ୍ରମନ୍ତ୍ରୀ ତଥା ବରିÂ କଂଗ୍ରେସ ନେତା ମାଦବସିଂହ ସୋଲାଙ୍କି ଶନିବାର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ବୈଦେଶିକ ମନ୍ତ୍ରୀ ଭାବରେ ମଧ୍ୟ ଦେଶ ପାଇଁ କାମ କରିଛନ୍ତି ।୧୯୮୦ ରେ ସୋଲାଙ୍କି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କ୍ଷେତ୍ରୀୟ ହରିଜନ, ଆଦିବାସୀ ଏବଂ ମୁସଲିମ ଫର୍ମୁଲାରେ ସେ କ୍ଷମତାକୁ ଆସିଥିଲେ । ସେ ରାଜନେତା ସହିତ ଜଣେ ଆଇନଜୀବୀ ମଧ୍ୟ ଥିଲେ । ୧୯୮୦ ପୂର୍ବରୁ ୧୯୭୬ ରେ ମଧ୍ୟ ସେଲାଙ୍କି ଅଳ୍ପ ସମୟ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ତେବେ ୧୯୮୫ରେ ସେ ଇସ୍ତଫା ଦେଇଥିଲେ । ପରେ ୧୮୨ ଆସନରୁ ୧୪୯ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ଫେରିଥିଲେ ।

Leave A Reply

Your email address will not be published.

twenty + one =