ଭୁବନେଶ୍ୱର- ଆଜି ହେଉଛି ପବିତ୍ର ମହାଳୟା  ।  ଏହି ଅବସରରେ ବିଭିନ୍ନ ପୀଠରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରାଯାଉଛି । ତେବେ ଚଳିତ ବର୍ଷ ମହାମାରୀ କରୋନା ପାଇଁ ଧର୍ମାନୁଷ୍ଠାନ  ବନ୍ଦ ରହିଥିବାରୁ ଲୋକ ପିଣ୍ଡ ପାଇଁ ଅନତ୍ର ବ୍ୟବସ୍ଥା କରିଛନ୍ତି । କୋଭିଡ ଗାଇଡଲାଇନ  ମାନି ପିଣ୍ଡ ପକାଇବେ ।  ପୁରୀରେ ବିଭିନ୍ନ ପୁଷ୍କରିଣୀରେ ପିଣ୍ଡ ଦାନ ପାଇଁ ବ୍ୟବସ୍ଥା ହୋଇଛି ।  ସେହିପରି ଭୁବେନେଶ୍ୱର ବିନ୍ଦୁ ସାଗରରେ ମଧ୍ୟ ପିଣ୍ଡ ଦାନ କରିବାର ବ୍ୟବସ୍ଥା  ହୋଇଛି ।