ଦୁଇ ଓଡିଆ ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ପ୍ରମୁଖ ଖବର By Nyayabati Live Last updated Jun 18, 2020 162 0 ଭୁବନେଶ୍ୱର- ଲଦାଖ ଗାଲୱାନ ଭ୍ୟାଲିରେ ଚୀନ ସେନାଙ୍କ ଆକ୍ରମଣରେ ସହିଦ ହୋଇଥିବା ୨ ଓଡିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । 0 162 Share