ଜାତୀୟ ହିନ୍ଦୀ ଦିବସରେ ପ୍ରଧାନମନ୍ତ୍ରୀ ଓ ଗୃହମମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଛା


ନୂଆଦିଲ୍ଲୀ- ହିନ୍ଦୀ ଭାଷକୁ ବିକାଶ କରିଥିବା ଭାଷା ବିଜ୍ଞାନୀମାନଙ୍କୁ ଜାତୀୟ ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଶୁଭେଛା ଜଣାଇା ସହ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି । ବର୍ତମାନ ଦେଶରେ ହିନ୍ଦୀ ଭାଷାର ପ୍ରଚାର, ପ୍ରସାର ଅଧିକ ମାତ୍ରାରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସୂଚନା ଅନୁଯାୟୀ ହିନ୍ଦୀ ଭାଷା ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖ ଦିନ ପ୍ରଥମେ ସମ୍ବିଧାନରେ ଆରମ୍ଭ ହୋଇଥିଲା । କିନ୍ତୁ ବିଧିବଧ ଭାବେ ୧୯୫୦ ଜାନୁଆରୀ ୨୬ ତାରିଖ ଦିନ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର କରାଯାଇଥିଲା ।

Leave A Reply

Your email address will not be published.

thirteen + eight =