ଗାଟିଏ ଦିନରେ ସର୍ବାଧିକ ୨୩୭ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର- ଗୋଟିଏ ଦିନରେ ସର୍ବାଧିକ ୧୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୭୦, ଖୋର୍ଦ୍ଧା ୫୪, ଜଗତସିଂହପୁର ୨୦, କନ୍ଧମାଳ ୧୯, ଗଞ୍ଜାମ ୧୭, ଭଦ୍ରକ ଓ ମୟୂରଭଞ୍ଜ ୯ଜଣ ଲେଖାଏଁ, କେନ୍ଦୁଝର ୮, ଢେଙ୍କାନାଳ ଓ ପୁରୀରୁ ୭ ଜଣ ଲେଖାଏଁ, କେନ୍ଦ୍ରାପଡା ଓ ନୟାଗଡରୁ ୪ଲେଖାଏଁ, କଳାହାଣ୍ଡି,ମାଲକାନଗିରି, ସମ୍ବଲପୁରରୁ ୨ଲେଖାଏଁ, ବୌଦ୍ଧ, ଝାରସୁଗୁଡା, ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଆଗୋଗ୍ୟ ସଂଖ୍ୟା ୩୫୩୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

six + sixteen =