ଓପିଜିସି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଅଘଟଣ


ଝାରସୁଗୁଡା- ସ୍ଥାନୀୟ ଓପିଜିସି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ୩ ନମ୍ବର ୟୁନିଟରେ ଆସ ହାଣ୍ଡଲିଂ ପ୍ଳାଣଂଟର ହପର୍ ଖସି ପଡିବାରୁ ୪ ଜଣ ଶ୍ରମିକ ଆହାତ ହୋଇଛନ୍ତି । ଆହାତଙ୍କୁ ପ୍ରଥମେ ଓପିଜିସି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

four × 1 =