ରାଜ୍ୟରେ ପ୍ଲାଜମା ଥେରାପିର ସଫଳତା


ଭୁବନେଶ୍ୱର- ରାଜ୍ୟରେ ପ୍ଲାଜମା ଥେରାପିର ସଫଳତା ମିଳିଛି । ଏଯାବତ୍ ହଜାର କରୋନା ଆକ୍ରାନ୍ତଙ୍କୁ ପ୍ଲାଜାମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଥେରାପିର ସଫଳତାକୁ ଦେଖି ସରକାରୀ ଓ ବେସରକାରୀ କୋଭିଡ ଚିକିତ୍ସାଳୟରେ ପ୍ଲାଜମା ମିଳିବାର ବନ୍ଦବୋସ୍ତ କରାଯାଇଛି । ଯେଉଁ ରୋଗୀର ଆବଶ୍ୟକ ହୁଏ ତାଙ୍କୁ ପ୍ଲାଜମା ଚିକିତ୍ସା କରାଯିବ ବୋଲି କୁହାଯାଇଛି । ରାଜ୍ୟରେ କରୋନା ସଂକ୍ରମଣରେ ବେକ୍ରେ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.

twenty + five =