ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ତଣ୍ଡ


ନୂଆଦିଲ୍ଲୀ- ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଅରବିନ୍ଦ ବାବେଡୋଙ୍କ ନାଁ ରେ ଆପତ୍ତିଜନକ ମନ୍ତବ୍ୟ
ଦେଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜରିମାନା କଲେ ସୁପ୍ରିମକୋର୍ଟ । ଯଦି ଆଇନଜୀବୀ ପ୍ରଶାନ୍ତ ଭୂଷଣ ଜରିମାନା ଅର୍ଥ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏହା ଦାଖଲ ନକରନ୍ତି,  ତେବେ ସେ ୩ ମାସ ପର୍ଯ୍ୟନ୍ତ ଜେଲେ ଦଣ୍ଡ ଭୋଗିବ। ସହ ୩ ମାସ ପର୍ଯ୍ୟନ୍ତ ଓକିଲାତି କରିପାରିବେନି ।

Leave A Reply

Your email address will not be published.

two × 4 =