ନବରଙ୍ଗପୁର- ଜଣେ ସାମ୍ବାଦିକ ଫେସବୁକ୍ ଆକାଉଂଟ ହ୍ୟାକ୍ କରି ଟଙ୍କା ଆଦାୟ କରିଥିବା ଅଭିଯୋଗ ଆସିଛି । ନବରଙ୍ଗପୁର ଜିଲ୍ଲାର ଜଣେ ସାମ୍ବାଦିକ ଏଭଳି ଅଭିଯୋଗ ଆଣିଛନ୍ତି । ସାମ୍ବାଦିକ କହିବା ମୁତବାକ ତାଙ୍କ ଫେସବୁକ୍ ହ୍ୟାକ କରି ତାଙ୍କ ସାଙ୍ଗଙ୍କୁ ମେଡିକାଲରେ ଚକିିତ୍ସାଧୀନ ଅଛି ମୋର ଟଙ୍କା ଦରକାର ବୋଲି ମେସେଜ ଯାଇଥିଲା । ଏଥିସହ ଗୁଗୁଲ ପେ ଓ ଫୋନ ପେ କରିବାକୁ କୁହାଯାଇଥିଲା । ଯେତେବେଳେ ସେ ଏ ସଂପର୍କରେ ଜାଣିଲି ଥାନାରେ ଏତଲା ଦେଇଥିଲି । ପୋଲିସ ଅସାମିକୁ ଧରିବା ପାଇଁ ସମ୍ବାଦିକ ଜଣଙ୍କ ଅନୁରୋଧ କରିଛନ୍ତି ।