ରାଉରକେଲାରେ ୨ ଡାକ୍ତର କରୋନା ପଜିଟିଭ

ସୁନ୍ଦରଗଡ- ରାଉଲକେଲା ସରକାରୀ ମେଡିକାଲରେ କାର୍ଯ୍ୟରତ ଦୁଇ ଡାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ପ୍ରଥମେ କୋଭିଡ ହସପିଟାଲରେ କାମ କରୁଥିଲେ । ପରେ ମେଡିକାଲ ଡୁ୍ୟଟିରେ ନିୟୋଜିତ ହୋଇଥିଲେ । ଉକ୍ତ ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କ୍ୱାରେନଂଟାଇନରେ ରଖାଯାଇଛି । ଏହି ଘଟଣା ନେଇ ରାଉରଲକେଲାା ସରକାରୀ ହସପିଟାଲକୁ ସଂପୂର୍ଣ୍ଣ ସାନିଟାଇଜିଂ କରାଯାଇଛି । ଏହା ସହିତ ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave A Reply

Your email address will not be published.

twenty − nineteen =