ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ୧୫ ଲକ୍ଷ ଭାରତୀୟ ଦେଶକୁ ଫେରିଛନ୍ତି: ହରଦୀପ ପୁରୀ


ନୂଆଦିଲ୍ଲୀ- କରୋନା ମହାମାରୀ ପାଇଁ ଦେଶରେ ବହାରେ ଥିବା ୧୫ ଲକ୍ଷ ଭାରତୀୟ ଦେଶକୁ ପ୍ରତ୍ୟାବର୍ତନ କରିଛନ୍ତି । ସେଥିମଧ୍ୟରୁ ୪.୫ ଲକ୍ଷ ଭାରତୀୟ ବନ୍ଦେ ଭାରତ ମିସନ ଜରିଆରେ ଆସିଛନ୍ତି । ଏନେଇ ବେସମାରିକ ବିମାନଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବର୍ତମାନ ଆନ୍ତର୍ଜାତିକ ବିମାନ ଚଳଚଳା କରୁଛି । ଯଦି କୌଣସି ଭାତୀୟ ଆସିପରିନଥିବେ ସେମାନେ ବନ୍ଦେ ଭାରତ ମିସନ ଜରିଆରେ ଆସିପାରିବେ । ସେପ୍ଟେମ୍ବର ୫ ତାରିଖରେ ୪,୦୫୯ ଭାରତକୁ ଫେରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

nine + seven =