ଭୁବନେଶ୍ୱର-  ଆଜିଠାରୁ ଭୁବନେଶ୍ୱରରେ  ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ  ।  ଆରଏମଆସିର ଟେକ୍ନିକାଲ ଓ ବିଏମସିର ପ୍ରଶାସନିକ ଅଧିକାରୀ ମିଳିତ ସର୍ଭେ କରିବେ । ୨୫ ଟି ୱର୍ଡରେ ୫ ଟମ୍ ଏହି ସର୍ଭେ କରିବେ ।  ୨ ଟି ଗ୍ରୁପ କୁମ୍ୟନିଟି  ଓ ହାଇ ରିସ୍କ ବ୍ୟକ୍ତିଙ୍କର ସେରୋ ସର୍ଭେ ହେବ । ପ୍ରଥମ ଦୁଇ ଦିନରେ ୧୫ ଶହ ସାମ୍ପୁଲ ସଂଗ୍ରହ କରିବା ପାଇଁ  ବିଏମସି ସୂଚନା ଦେଇଛି ।