ଭାରତରେ ସ୍ପୁଟନିକ୍-ଭିର କ୍ଳିନିକାଲ ଟ୍ରାଏଲ୍


ନୂଆଦିଲ୍ଲୀ- ଚଳିତ ମାସରୁ ଭାରତ ସମେତ ବିିଭିନ୍ନ ଦେଶରେ ଆରମ୍ଭ ହେବ ଋଷ ଟିକା ସ୍ପୁଟନିକ-ଭିର କ୍ଳିନିକାଲ ଟ୍ରାଏଲ । ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଂଟ ଫଣ୍ଡ ଆର୍ଡିଆଏଫ୍ର ସିଇଓ କିରିଲ ଡିମିଟ୍ରିଭ ଏହି ସୂଚନା ଦେଇଛନ୍ତି । ରୁଷରେ ଅଗଷ୍ଟ ମାସ ଠାରୁ ୨୬ରୁ ୪୦ ହଜାର ଲୋକଙ୍କୁ ନେଇ ସ୍ପୁଟନିକ୍-ଭିର ଗବେଷଣା ଚାଲିଛି । ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରାରମ୍ଭିକ ଫଳାଫଳ ଅକ୍ଟୋବରରୁ ନଭେମ୍ବର ଭିତରେ ପ୍ରକାଶିତ ହେବ ।

Leave A Reply

Your email address will not be published.

4 × 3 =