ଟ୍ରମ୍ପଙ୍କ ଆଦେଶ ଉପରେ ସ୍ଥାନୀୟ କୋର୍ଟଙ୍କ ରୋକ୍


ୱାଶିଂଟନ- ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଚାଇନିଜ ଆପ ଟିକଟିକ ଉପରେ ରୋକ ଲଗାଇଥିବା ବେଳେ ୱାଶିଂଟନର ସ୍ଥାନୀୟ କୋର୍ଟର ବିଚାରପତି ଏହା ଉପରେ ରୋକ ଲଗାଇଛନ୍ତି । ଏହି ଆପ ଜରିଆରେ ଚୀନ ଆମେରିକା ଲୋକଙ୍କ ତଥ୍ୟ ଚେରି କରୁଛି । ତେଣୁ ଜାତୀୟ ସୁରକ୍ଷା ଦର୍ଶାଇ ଟିକଟିକ ଉପରେ ପ୍ରତିବନ୍ଧକ ଲାଗାଇଥିଲେ ଟ୍ରମ୍ପ ।

Leave A Reply

Your email address will not be published.

seven − 3 =