ଶନିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ


ଭୁବନେଶ୍ୱର- ଶନିବାର ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ । ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରାଯିବ ବୋଲି ସରକାର ପକ୍ଷରୁ ଘୋଷଣା କରାଯାଇଛି । ସେପ୍ଟେମ୍ବର ମାସରେ ସରାକରୀ କର୍ମଚରୀ କପିରି ଅଫିସ ଆସିବେ ସେଥିପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଓସଡମା, ଏସଆରସି ଅଫିସ, ପୋଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମୁନିସପାଲ ସେବା ଯୋଗାଉଥିବା ଅଫିସ ସବୁ ଶତପ୍ରତିଶତ କର୍ମଚାରୀଙ୍କୁ ଆସିବା ପାଇଁ ପଡିବ । ଏଥିସହିତ ଯେଉଁ କର୍ମଚାରୀ ଓ ଅଫିସର ଘରେ ରହି କାମ କରୁଛନ୍ତି ଜରୁରୀ ପଡିଲେ ସେମାନେ ସ୍ୱଳ୍ପ ନୋଟିସ କିମ୍ବା ଟେଲିଫୋନ ଖବର ପାଇଁ ଅଫିସ୍ ଆସିବାକୁ ବାଧ୍ୟ ।

Leave A Reply

Your email address will not be published.

1 × 5 =