ୟୁଜି ପରୀକ୍ଷାକୁ ଅନଲାଇନରେ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଦାବି


ଭୁବନେଶ୍ୱର- ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକର ଶେଷ ସେମିଷ୍ଟର ପରୀକ୍ଷା ପିଜି ଭଳି ୟୁଜିକୁ ଅନଲାଇନରେ କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଅନ୍ୟପଟେ ରେଭେନ୍ସା ବିଶ୍ୱବିଦ୍ରାଳୟ ଓ ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟର ଉଭୟ ୟୁଜି ଓ ପିଜି ପରୀକ୍ଷା ଅନଲାଇନରେ ହବାକୁ ଥିବା ବେଳେ ବିଶ୍ୱବିଦ୍ୟାଳୟର ୟୁଜି ପରୀକ୍ଷା ଅଫଲାଇନ ମାଧ୍ୟମରେ ହେବ ବୋଲି ନିଷ୍ପତି ନିଆଯାଇଛି । ଅଫଲାଇନ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ତ୍ରିବ ବିରୋଧ କରିଛନ୍ତି । ଯଦି ଅଫଲାଇନରେ ପରୀକ୍ଷା କରାଯାଏ ତେବେ ଗମାନଗମାନର ଅସୁବିଧା । ବିିଭିନ୍ନ ଜିଳ୍ଲାରୁ ଛାତ୍ରଛାତ୍ରୀ ଏକାଠି ହେବେ । ଫଳରେ କରୋନା ସଂକ୍ରମଣର ବୃଦ୍ଧି ପାଇବାର ଆଶଙ୍କା ରହିଛି ।

Leave A Reply

Your email address will not be published.

7 + four =