ନୂଆଦିଲ୍ଲୀ- ବେକାବୁ ହେବାରେ ଲାଗିଛି କରୋନା ସ୍ଥିତି । ଭାରତରେ ଗତ ୨୪ ଘଂଟାରେ ନୂଆ ୨୦,୯୦୩ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୫୫୪୪କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ମଧ୍ୟରୁ ୩୭୯୮୯୨ ସୁସ୍ଥ ହୋଇଥିବା ବେଳେ ମୋଟ ଆକଟିଭ କୋସ ୨୨୭୪୩୯ ରହିଛି । ମୃତ୍ୟୁ ସଂଖ୍ୟା ୧୭ ହଜାର ପାର କରିଛି ।