ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ ସମ୍ମତ

ନୂଆଦିଲ୍ଲୀ- ଲଦାଖ ଗଲୱାନ ଉପତ୍ୟକା ଏବଂ ଗୋରା- ଉଷ୍ମଝର ଅଂଚଳର ବିିବାଦ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଉଭୟ ଭାରତ ଓ ଚୀନ ସମ୍ମତ ହୋଇଛନ୍ତି । ତେବେ ପାଙ୍ଗୋଙ୍ଗ୍ ସୋରେ ରହିଥିବା ସୈନ୍ୟ ଅପସାରଣ ବିଷୟରେ କିଛି ଅଗ୍ରଗତି ହୋଇନାହିଁ । ଚୀନର ପିପୁଲସ ଲିବରେସନ ଆର୍ମିର ସୈନିକମାନେ ସେହି ସ୍ଥାନରେ ବହୁ ସଂଖ୍ୟକ ପ୍ରାଚୀର ତେଳିବା ସହ ମେ ମାସ ପ୍ରାରମ୍ଭରୁ ପାଙ୍ଗୋଙ୍ଗ ସୋ ହଦ୍ରର ଉତରକୂଳରେ ଥିବା ୪ ଓ ୭ ନମ୍ବର ପର୍ବତ ଶୃଙ୍ଗ ମଧ୍ୟବର୍ତୀ ଅଂଳକୁ ମାଡିବସିଛନ୍ତି ।

Leave A Reply

Your email address will not be published.

three + six =