ଦେଶରେ ପୁଣି ଥରେ ଲାଗୁହୋଇପାରେ ଲକଡାଉନ୍: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ସଂକ୍ରମଣ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ଅନେକ ରାଜ୍ୟରେ କରୋନାର ସ୍ଥତି ବେକାବୁ ହେଲାଣି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ୨୭ ଜୁଲାଇରେ ମହାରାଷ୍ଟ୍ର, ପଶ୍ଚମବଙ୍ଗ ଏବଂ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିବେ । ଏହି ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଯୋଗଦେବେ । ଏହି ବୈଠକରେ କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ ପୁଣି ଥରେ ଲକଡାଉନ ଲାଗୁ କାରିବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ଜଣାପଡିଛି

Leave A Reply

Your email address will not be published.

seventeen − 17 =