Browsing Category

ପ୍ରମୁଖ ଖବର

୮୮ ବର୍ଷରେ ଓଡ଼ିଆ ସିନେମା

ଭୁବନେଶ୍ୱର : ୨୦୨୨ ମସିହା ସରୁ ସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂତନ ସୂର୍ୟୋଦୟର ଆଶା ସୃଷ୍ଟି ହେଲା । ‘ଦମନ’ ରେକର୍ଡ ପରେ ରେକର୍ଡ ଭାଙ୍ଗି ପାଖାପାଖି ୫ କୋଟି ଟଙ୍କା ଆୟ କଲା । ଖାଲି ବ୍ୟବସାୟିକ ଦୃଷ୍ଟିରୁ ନୁହେଁ, ସିନେ ସମୀକ୍ଷକ ହୁଅନ୍ତୁ ବା ଦର୍ଶକ; ସମସ୍ତେ ଏହି ଚଳଚ୍ଚିତ୍ରର ପ୍ରଶଂସା
Read More...

ପ୍ରଣତି ଛୋଟରାୟ ବୟନିକାର ପରିଚାଳନା ନିର୍ଦେଶିକା

ଭୁବନେଶ୍ୱର, ୨୭ ।୪ (ନିପ୍ର) : ଆଇଏଏସ୍ ପ୍ରଣତି ଛୋଟରାୟଙ୍କୁ ରାଜ୍ୟ ସରକାର ବୟନିକାର ପରିଚାଳନା ନିର୍ଦେଶକ ଭାବେ ବଦଳି କରିଛନ୍ତି । ଶ୍ରୀମତୀ ଛୋଟରାୟ ଏବେ ଟ୍ରେଜେରୀ ଆଣ୍ଡ ଇନ୍ସ୍ପେକସନ ନିର୍ଦେଶାଳୟର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି
Read More...

ଝରିଗାଁ ବ୍ଲକ ସ୍ତରୀୟ ଦ୍ୱିତୀୟ ଚାଷୀ ସମାବେଶ ଅନୁଷ୍ଠିତ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଛାଟିଗୁଡା ପଂଚାୟତ ଅନ୍ତର୍ଗତ ପ୍ରସିଦ୍ଧ ବିଜାପୁର ଶିବ ମନ୍ଦିର ପ୍ରାଙ୍ଗଣରେ କୃଷକ ମାନଙ୍କ ହକ ପାଇଁ ଝରିଗାଁ ବ୍ଲକ ସ୍ତରୀୟ ଦ୍ୱିତୀୟ କୃଷକ ସମାଜ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଟ ଚାଷୀ ତଥା ଝରିଗାଁ କୃଷକ ସମାଜ ସଭାପତି ଅଶୋକ
Read More...

ଇଫକୋ ଦ୍ଵାରା ପ୍ରସ୍ତୁତ ବିଶ୍ୱର ପ୍ରଥମ ନାନୋ ଡି.ଏ.ପି. ତରଳ ସାରର ଲୋକାର୍ପଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : କୃଷି ଓ କୃଷକର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଇଫକୋ ଚାଷୀ ଭାଇମାନଙ୍କ ଉଦ୍ଦେଶ୍ୟରେ ନେଇ ଆସିଛି ନାନୋ ଡି.ଏ.ପି. ତରଳ ସାର। ଏହି ନାନୋ ଡି.ଏ.ପି. ତରଳ ସାର ୫୦୦ ମି.ଲି. ବୋତଲରେ ଉପଲବ୍ଧ ଅଟେ ଏବଂ ଏକ ୫୦୦ ମି.ଲି. ବୋତଲ ଏକ ୫୦ କି.ଗ୍ରା.ଦାନାଦାର ଡି.ଏ.ପି. ବସ୍ତା ସହ
Read More...

ପ୍ରକାଶସିଂ ବାଦଲଙ୍କ ପରଲୋକ

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶସିଂ ବାଦଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶିରୋମଣି ଅକାଳି ଦଳର ପୋଷ୍ଟର ଚେହେରା ଥିବା ପ୍ରକାଶ ସିଂ ବାଦଲ ପଞ୍ଜାବର ୫ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ପ୍ରତିଷ୍ଠାତା ପ୍ରକାଶ
Read More...

ଉପାନ୍ତ ଅଞ୍ଚଳର ବିକଳ ଚିତ୍ର

୩ କିମି ଭାରରେ ବୁହାହେଲେ ରୋଗୀ ଝରିଗାଁ : ମୋବାଇଲ ନେଟୱର୍କ ଓ ରାସ୍ତା ନଥିବାରୁ ଜଣେ ରୋଗୀଙ୍କୁ ୩ କିଲୋମିଟର ଭାରରେ ବୁହାଯିବା ପରେ ବୋଲେରୋ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର
Read More...

ବେଦାନ୍ତ ଲଞ୍ଜୀଗଡର ଉତ୍ଥାନ ଯୋଜନା କଳାହାଣ୍ଡି ଏବଂ ରାୟଗଡାରେ ନିଯୁକ୍ତି ସୁଯୋଗକୁ ବଢାଇବ

ଆଲୁମିନା ରିଫାଇନାରୀ କାର୍ଯ୍ୟରେ ବିଭିନ୍ନ କାର୍ଯ୍ୟପାଇଁ ୭୩ ସ୍ନାତକ ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି ଲଞ୍ଜୀଗଡ,କଳାହାଣ୍ଡି : ବେଦାନ୍ତ ଲିମିଟେଡ, ଧାତୁଗତ ଗ୍ରେଡ୍ ଆଲୁମିନାର ଭାରତର ପ୍ରମୁଖ ଉତ୍ପାଦକ ଦ୍ୱାରା ପରିଚାଳିତ, ଉତ୍ଥାନ ଯୋଜନା କଳାହାଣ୍ଡିଏବଂ ରାୟଗଡା ଯୁବକମାନଙ୍କ
Read More...

“କଥା ତ ଏତିକି” ରେ ସରିଲା କାସାଣ୍ଡ୍ରା ଜାତୀୟ ନାଟ୍ୟ ଉତ୍ସବ

କେନ୍ଦୁଝର : ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟର ଦ୍ୱାରା ଜାତୀୟ ନାଟକ ମହୋତ୍ସବ ଉଦଯାପିତ ହୋଇଛି । ଏପ୍ରିଲ ୨୦ ରୁ ୨୩ ତାରିଖ ଯାଏଁ ଏହି ଚାରି ଦିନିଆ ଜାତୀୟ ନାଟ୍ୟ ଉତ୍ସବ ସ୍ଥାନୀୟ ମ୍ୟୁନିସିପାଲିଟି ଅଡିଟୋରିୟମରେ ମଞ୍ଚସ୍ଥ ହେଇ ଆସୁଥିଲା । ଏହି
Read More...

ଦେଶର ପ୍ରଥମ ୱାଟର ମେଟ୍ରୋ ଉଦଘାଟନ ଆସନ୍ତାକାଲି

ତିରୁଅନନ୍ତପୁରମ : କେରଳର କୋଚି ୱାଟର ମେଟ୍ରୋ ପ୍ରକଳ୍ପର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୫ ତାରିଖରେ କରିବେ । ଦେଶରେ ଏହା ପ୍ରଥମ ୱାଟର ମେଟ୍ରୋ । ଉକ୍ତ ପ୍ରକଳ୍ପ ଦ୍ୱାରା କୋଚି ଅଞ୍ଚଳର ପର୍ଯ୍ୟଟନ ସମେତ ଅର୍ଥନୀତିର ବିକାଶ ହେବ ବୋଲି ଆଶା ରଖାଯାଇଛି । ପାରମ୍ପରିକ
Read More...

ସମ୍ବଲପୁର ଦଙ୍ଗାକାରୀଙ୍କୁ ଗିରଫ ପ୍ରତିବାଦରେ ରାଜ୍ୟପାଳଙ୍କୁ ଦାବିପତ୍ର

ଗୋଲାମୁଣ୍ଡା : ସମଗ୍ର ହିନ୍ଦୁ ସମାଜ, ଗୋଲାମୁଣ୍ଡା ବ୍ଲକ ତରଫରୁ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଗତ ତା ୧୨.୦୪.୨୦୨୩ ରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଭକ୍ତଙ୍କ ମୋଟର ସାଇକେଲ ଶୋଭା ଯାତ୍ରା
Read More...