Browsing Category

ପ୍ରମୁଖ ଖବର

ଦେଶରେ୧୬,୮୩୮ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ତୁଳନାରେ ସାମାନ୍ୟ ହ୍ରାସ ପାଇଛି। ଆଉ ୧୬,୮୩୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୧୧,୭୩,୭୬୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୧୩ ଆକ୍ରାନ୍ତଙ୍କ ମୃତ୍ୟୁ
Read More...

ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ

ଭୁବନେଶ୍ୱର : ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ। ଏହି ଅବସରରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି, ଓଡିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ବିଜୁ ବାବୁଙ୍କ ଲକ୍ଷ୍ୟ ଥିଲା। ସେବା ଓ
Read More...

ଦିନକରେ ୯୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ଶହେ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୩, ସ୍ଥାନୀୟ ୩୮। ମୋଟ ପଜିଟିଭ ସଂଖ୍ୟା ୩,୩୭,୬୨୦କୁ ବୃଦ୍ଧି ପାଇଛି। ୩,୩୪,୮୩୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।୮୧୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...

ଏଥର ନନ୍ଦିଗ୍ରାମରୁ ଲଢିବେ ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନକୁ ଦୃଷ୍ଟିରେ ରଖି ଶୁକ୍ରବାର ତୃଣମୂଳ କଂଗ୍ରେସ ୨୯୪ ବିଧାନସଭା ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ କେବଳ ୨୯୧ ଆସନ ପାଇଁ ହିଁ ନିର୍ବାଚନ ଲଢିବ। ବାକି ୩ ଆସନରେ ସହଯୋଗୀ ନିର୍ବାଚନ ଲଢିବେ। ଶୁକ୍ରବାରକୁ ଟିଏମ୍‌ସସି
Read More...

ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡରେ ପ୍ରଥମ ସ୍ଥାନରେ ଓଡିଶା

ଭୁବନେଶ୍ୱର: ଗତ ଫେବ୍ରୁଆରି ୨୨ରୁ ମାର୍ଚ ୧ ମଧ୍ୟରେ ଓଡ଼ିଶାରେ ଅନ୍ୟୂନ ୫,୨୯୧ଟି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ‘ଫରେଷ୍ଟ୍ ସର୍ଭିସ୍ ଅଫ୍ ଇଣ୍ଡିଆ’ (ଏଫ୍ଏସ୍ଆଇ) ରିପୋର୍ଟରୁ ଜଣାଯାଇଛି । ଏହି ସମୟ ଅବଧି ମଧ୍ୟରେ ଦେଶରେ ଘଟିଥିବା ବନାଗ୍ନିକାଣ୍ଡ ମଧ୍ୟରେ ଓଡ଼ିଶାର ଜଙ୍ଗଲ ଅଗ୍ନିକାଣ୍ଡ
Read More...

ସିଲ୍ ହେଲା ବରମୁଣ୍ଡା ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ପେଟ୍ରୋଲ ଅପମିଶ୍ରଣ ଯୋଗୁଁ ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପକୁ ଆଜି କମିଶନରେଟ ପୋଲିସ୍ ସିଲ୍ କରିଦେଇଛି । ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଏହି ପେଟ୍ରୋଲ ପମ୍ପଙ୍କୁ ଖଣ୍ଡଗିରି ପୋଲିସ୍ ସିଲ୍ କରିଦେଇଛି । ଗତକାଲି ଏହାକୁ ନେଇ ପ୍ରବଳ ହଙ୍ଗାମା
Read More...

ପୁଣି ବଢିଲା ବସ୍ ଭଡା ୫ପଇସାରୁ ୧୫ ପଇସା

ଭୁବନେଶ୍ୱର : ଡିଜେଲର କ୍ରମାଗତ ମୁଲ୍ୟ ବୃଦ୍ଧି ଯୋଗୁଁ ଆଜି ରାଜ୍ୟରେ ପୁଣି ବସ୍ ଭଡା କି.ମି ପିଛା ୫ପଇସାରୁ ୧୫ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସାଧାରଣ ଓ ଏକ୍ସପ୍ରେସ ଭଡା କି.ମି ପିଛା ୫ପଇସା ବୃଦ୍ଧି ପାଇଥିଲା ବେେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା ୧୦ ପଇସା ଏବଂ ସୁପର
Read More...

ସ୍ୱଦେଶୀ କରୋନା ଟିକା କୋଭାକ୍ସିନ ୮୧ % ଫଳପ୍ରଦ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) ଏବଂ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ (ବିବିଆଇଏଲ୍)ର ମିଳିତ ସହଯୋଗରେ ବିକଶିତ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରୁ ଅତି ଉତ୍ତମ ସଫଳତା ମିଳିଛି । ଏହା କୋଭିଡ୍-୧୯ ନିରାକରଣ କ୍ଷେତ୍ରରେ ୮୧ ଶତାଂଶ
Read More...

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ

ଭୁବନେଶ୍ଵର: କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ୍‌ ପ୍ଲାଣ୍ଟ। ଭାରତର ପ୍ରତିଷ୍ଠିତ ଷ୍ଟିଲ୍‌ କମ୍ପାନୀ ଆର୍ସେଲର ମିତ୍ତଲ ନିପନ୍‌ ପକ୍ଷରୁ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଗୁରୁବାର ଏ ନେଇ ରାଜ୍ୟ ସରକାର ଏବଂ ଆର୍ସେଲର ମିତ୍ତଲ ନିପନ ମଧ୍ୟରେ ଚୁକ୍ତି ହୋଇଯାଇଛି। ମୁଖ୍ୟମନ୍ତ୍ରୀ
Read More...

ଏଣିକି ୨୪ଘଣ୍ଟା ଟିକାକରଣ

ନୂଆଦିଲ୍ଲୀ: ଏଣିକି ସରକାରୀ ଓ ଘରୋଇ ହସ୍ପିଟାଲଗୁଡିକରେ ଦିନ ଓ ରାତି ୨୪ଘଣ୍ଟା କରୋନା ଟିକାକରଣ ପ୍ରକ୍ରିୟା ଚାଲିବ। ହିତାଧିକାରୀମାନେ ନିଜ ସୁବିଧା ଅନୁଯାୟୀ ହସ୍ପିଟାଲକୁ ଆସି ଟିକା ନେଇପାରିବେ। ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ବୁଧବାର ଟୁଇଟ୍‌ କରି
Read More...