ଜରୁରୀକାଳୀନ ପରିସ୍ଥିତି ଜାରି ଥିଲା ଭୁଲ୍ ନିଷ୍ପତ୍ତି: ରାହୁଲ୍
ନୂଆଦିଲ୍ଲୀ : ୧୯୭୫ ମସିହାରେ କଂଗ୍ରେସ ଦେଶରେ ଜାରି କରିଥିବା ଜରୁରୀକାଳୀନ ପରିସ୍ଥିତି ଥିଲା ଏକ ଭୁଲ୍ ନିଷ୍ପତ୍ତି ଥିଲା । କିନ୍ତୁ ଦଳ କେବେ ଭାରତର ସାମ୍ବିଧାନିକ ବ୍ୟବସ୍ଥାକୁ ଅକ୍ତିଆର କରିବାକୁ ଉଦ୍ୟମ କରି ନ ଥିଲା ବୋଲି ରାହୁଳ ଗାନ୍ଧୀ କହିଛନ୍ତି । ଜେଜୀମା’ ତଥା ପୂର୍ବତନ!-->…
Read More...
Read More...