Browsing Category

ପ୍ରମୁଖ ଖବର

ମେ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ଘୋଷଣା ହେଲା ସୂଚୀ

  ଭୁବନେଶ୍ୱର : ରାଜ୍ୟ ସରକାର ଘୋଷଣା କରିଛନ୍ତି ଯୁକ୍ତଦୁଇ ପରୀକ୍ଷା ସୂଚୀ । ମେ ୧୮ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ +୨ ପରୀକ୍ଷା ଚାଲିବ ବୋଲି  ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେହିପରି ମେ ୨୮ ତାରିଖରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ ।
Read More...

ଜାଣନ୍ତୁ ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ ବିଷୟରେ

ଅହମ୍ମଦାବାଦ: ବୁଧବାରଠାରୁ ସର୍ଦାର ପଟେଲ ଗୁଜରାଟ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଖେଳାଯିବ। ଏହି ଦିବାରାତ୍ର ମ୍ୟାଚ୍ ଗୋଲାପି ବଲ୍‌ରେ ଖେଳାଯିବ। ମୋଟେରାସ୍ଥିତ ଷ୍ଟାଡିୟମ୍‌ ବିଶ୍ବର ସର୍ବବୃହତ୍ କ୍ରିକେଟ୍‌ ଷ୍ଟାଡିୟମ୍‌। ଏଥିରେ ୧ ଲକ୍ଷ ୧୦ ହଜାର ଦର୍ଶକ
Read More...

କାନପୁର ବେଣାପାଟ ରାସ୍ତା ପୁଣି ଖୋଲିବ, ଏକ କୋଟିରୁ ଊର୍ଦ୍ଧ୍ବ ବ୍ୟୟବରାଦ

ଗଡ଼ମଧୁପୁର: ବର୍ଷ ବର୍ଷ ଧରି ବାଟ ପଡିଯାଇଥିବା ଧର୍ମଶାଳା ବ୍ଲକ ଗଡ଼ମଧୁପୁର ପଞ୍ଚାୟତରୁ ଜାରକା ଭାୟା କାନପୁର ବେଣାପାଟ ରାସ୍ତା ପୁଣି ଖୋଲିବ। ଏନେଇ ଗ୍ରମ୍ୟ ଉନ୍ନୟନ ବିଭାଗର ନିର୍ଦେଶ ଓ ଏକ କୋଟିରୁ ଊର୍ଦ୍ଧ୍ବ ବ୍ୟୟବରାଦ ପରେ ରାସ୍ତା ତିଆରି ଚାଲିଛି। ପାଟ ଭିତରେ ମାଟିର ଅଭାବ ହେତୁ କାର୍ଯ୍ୟ
Read More...

ହାତୀ ଆକ୍ରମଣରେ ମାଆ ଓ ପୁଅ ମୃତ ; ବାପା ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା ଅନ୍ତର୍ଗତ ଭୋଜପୁର ରେଞ୍ଜ ଗଡାକୁନା ଗାଁ ଅଖରାଦାନ ପଡାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ହାତୀ ଆକ୍ରମଣରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମାଆ ଓ ପୁଅ ଥିବା ବେଳେ ବାପା
Read More...

ନିର୍ଦ୍ଧାରିତ ସମୟ ଅବଧିଠାରୁ ଅଧିକ ସମୟ କାମ କରାଇ ପାରିବେନି ନିର୍ମାତା, ଇଫ୍ଟଡା ଜାରି କଲା ନୋଟିସ୍‍

ମୁମ୍ବଇ: ଫିଲ୍ମ, ଟିଭି ତଥା ୱେବସିରିଜ୍‍ ନିର୍ଦ୍ଦେଶକଙ୍କ ସଂସ୍ଥା ଇଣ୍ଡିଆନ୍‍ ଫିଲ୍ମ ଆଣ୍ଡ୍‍ ଟେଲିଭିଜନ୍‍ ଡାଇରେକ୍ଟର୍ସ ଆସୋସିଏସନ୍‍(IFTDA) ନିର୍ଦ୍ଧାରିତ ସମୟ ସୀମାଠାରୁ ଅଧିକ କାମ ନ କରିବା ପାଇଁ ନିଜ ସଦସ୍ୟମାନଙ୍କୁ ନୋଟିସ୍‍ ଜାରି କରିଛି। ନିରନ୍ତର କାର୍ଯ୍ୟ ଯୋଗୁଁ ଘଟୁଥିବା
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ଶ୍ରୀଗୁଫବାରା ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିବା ବୁଧବାର ଖବର ମିଳିଛି। ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି
Read More...

ଦେଶରେ ଆଉ ପଜିଟିଭ ୧୩,୭୪୨ ; ସୁସ୍ଥତା ହାର ୯୭.୨୫%

ନୂଆଦିଲ୍ଲୀ : ଦେଶରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ଜଣାପଡିଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ୧୩,୭୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୩୦,୧୭୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ
Read More...

ତୈଳ ଦରବୃଦ୍ଧି ସାମୟିକ: ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ତୈଳ ଦରବୃଦ୍ଧିକୁ ନେଇ ବିରୋଧୀଙ୍କ ଆନ୍ଦୋଳନ, ବିକ୍ଷୋଭ ଓ ପ୍ରତିବାଦ ଚାଲିଥିବାବେଳେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚାଲିଛି ଦୋଷ ଲଦାଲଦି। କିଏ ଟିକସ ହ୍ରାସ କରିବ ସେଥିନେଇ ପରସ୍ପରକୁ ପରାମର୍ଶ ଦେଉଛନ୍ତି। ଏପରିସ୍ଥିତିରେ ତୈଳଦର ବୃଦ୍ଧି ସାମୟିକ ଏବଂ ବିଶ୍ୱ ବଜାରରେ ଉତ୍ପାଦନ
Read More...

ନିଯୁକ୍ତ ହେବେ ୬୦୬ ଆସିଷ୍ଟାଣ୍ଟ ପ୍ରଫେସର

ଭୁବନେଶ୍ବର: ଓଡ଼ିଶା ‌ଶିକ୍ଷା ସେବା(କଲେଜ ବ୍ରାଞ୍ଚ) ନିଯୁକ୍ତି ଆଇନ ୨୦୨୦ ଅନୁସାରେ ସରକାରୀ କଲେଜର ଖାଲିଥିବା ୬୦୬ ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନେଇ ବିଭାଗର ଅତିରିକ୍ତ ଶାସନ ସଚିବ ଜେ ଏନ୍‌ ଷଡ଼ଙ୍ଗୀ ଓଡ଼ିଶା ପବ୍ଲିକ
Read More...

୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର: କ୍ରମାଗତ ଭା‌େ‌ବ ୧୨ ଦିନ ତୈଳଦର ବଢିଥିଲେ ମଧ୍ୟ ଗତ ଦୁଇଦିନ ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା। ତୈଳଦର ବୃଦ୍ଧି ହୋଇ ନଥିବା ଦିନଗୁଡିକରେ ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳଦର ୧ ଡଲାର ଏବଂ ଦେଢ ଡଲାର ବଢିଥିଲା। ହେଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର
Read More...