Browsing Category

ପ୍ରମୁଖ ଖବର

ଦେଶରେ ଆଉ ପଜିଟିଭ ୧୦,୫୮୪

ନୂଆଦିଲ୍ଲୀ : ଦେଶରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ଏଥିରେ ହ୍ରାସ ହୋଇଥିବା ଦେଖାଯାଉଛି। ଦିନକରେ ଆଉ ୧୦,୫୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୦,୧୬,୪୩୪କୁ ବୃଦ୍ଧି ପାଇଛି। ୭୮ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
Read More...

ବିଧାନସଭା ସ୍ୱାଭାବିକ

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନରେ ଲଗାତାହର ହଟ୍ଟଗୋଳ ଓ ମୁଲତବୀ ପରେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଉତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏହି କ୍ରମରେ କରୋନା ଲକ୍ଡାଉନ୍ ସମୟରେ ରାଜ୍ୟରେ କେତେ ଅପରାଧ ଘଟିଛି େ ସ ନେଇ ବିସ୍ତୃତ ତଥ୍ୟ
Read More...

କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ସାଧାରଣ ସ୍ୱତନ୍ତ୍ର କୃଷି ବଜେଟ୍ ଆଗତ କରିଛନ୍ତି । ଆଥିକ ବର୍ଷ ପାଇଁ ବଜେଟ୍ ମୋଟ୍ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରୁ ପ୍ରଶାସିନକ ବ୍ୟୟ ପାଇଁ ୮୫ ହଜାର
Read More...

୨ ବର୍ଷରେ ୧୭୪୪ କୋଟି ଜିଏସ୍ଟି ଠକେଇ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ଜାଲି ସଂସ୍ଥା ଖୋଲି କାଗଜପତ୍ରରେ ବେପାର ଦେଖାଇ କୋଟିକୋଟି ଠଙ୍କା ଜିଏସ୍ଟି ବାବଦକୁ ଠକିନେବା ଅଭିଯୋଗ ବଢ଼ିବାରେ ଲାଗିଛି । ବର୍ଷ ବର୍ଷ ଧରି ଏଭଳି ଠକ ବେପାରୀମାନେ ସରକାରଙ୍କୁ ଚୁନ ଲଗାଇ ଚାଲିଛନ୍ତି । ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ
Read More...

୧୯୯୯ ଗଣଦୁଷ୍କର୍ମ ମାମଲା: ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସୋମବାର ଗିରଫ ହୋଇଛି। ଘଟଣାର ୨୨ ବର୍ଷ ପରେ ପରିଚୟ ବଦଳାଇ ପୁଣେରେ ରହୁଥିବା ବିବନକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍‍ ପୁଲିସ। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।
Read More...

ରାଜ୍ୟରୁ ୬୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୧୦୦ରେ ସୀମତି ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୧, ସ୍ଥାନୀୟ ୨୮। ମୋଟ ପଜିଟିଭ ସଂଖ୍ୟା ୩,୩୬,୭୦୫ରେ ପହଞ୍ଚିଛି। ୩,୩୪,୧୦୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୩୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...

ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦେଶ : କଟକଣା କଡ଼ାକଡ଼ି କର

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ଜାମ୍ମୁ-କାଶ୍ମୀରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ
Read More...

ଶିଳ୍ପ ପାଇଁ ଜମି ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି ହାଇକୋର୍ଟଙ୍କ ନିର୍ଦେଶ

କଟକ : ଶିଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲେ ମଧ୍ୟ ଜମି ହରାଇଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳି ପାରି ନାହିଁ। ଜମି ହରାଇଥିବା ବ୍ୟକ୍ତିଙ୍କୁ ଓଡ଼ିଶା ରିହାବିଲିଟେସନ୍ ଆଣ୍ଡ ରିସେଟେଲମେଣ୍ଟ ପଲିସି, ୨୦୦୬ ପାଳନ କରି କ୍ଷତିପୂରଣ ପ୍ରଦାନ କରାଯାଇ ନଥିଲା। ଫଳରେ ଜମି
Read More...

ଦେଶରେ ୧୪,୧୯୯ ନୂଆ ଚିହ୍ନଟ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ପୁଣି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଇଛି। ୨୪ଘଣ୍ଟାରେ ୧୪ ହଜାର ଦୈନିକ ସଂକ୍ରମଣ ଅତିକ୍ରମ କରିଛି। ୧୪,୧୯୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭଙ୍କ ସଂଖ୍ୟା ୧,୧୦,୦୫,୮୫୦କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୮୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା
Read More...

ଆଜିଠାରୁ ରାଜଧାନୀରେ କରୋନା କଟକଣା କଡ଼ାକଡ଼ି

ଭୁବନେଶ୍ୱର: ପୁଣି ବୃଦ୍ଧି ପାଉଛି କରୋନାର ପ୍ରକୋପ। ଚିନ୍ତା ବଢାଉଛି ବିଦେଶୀ ଷ୍ଟ୍ରେନ୍‍। ତେଣୁ ରାଜ୍ୟ ସରକାର ନିୟମକୁ ପୁଣି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରରେ ଗତ କିଛି ଦିନ ବେହ ସଂକ୍ରମିତଙ୍କ ସଂଖ୍ୟା କମ୍‍ ଥିବା ବେଳେ ଏବେ ପୁଣି ସଂକ୍ରମଣ ଭୟ ଘାରିଛି। ଏହାକୁ
Read More...