ନାମାଙ୍କନପତ୍ର ଦାଖଲ ବେଳେ ଅକାଳୀ ଦଳ-କଂଗ୍ରେସ ମଧ୍ୟରେ ଗଣ୍ଡଗୋଳ
ଫିରୋଜପୁର: ପଞ୍ଜାବରେ ପୌର ପରିଷଦ ନିର୍ବାଚନକୁ ନେଇ ପରିବେଶ ସରଗରମ ହୋଇଯାଇଛି। ଜଲାଲବାଦ ପୌର ନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିବା ସିରୋମଣି ଅକାଳୀ ଦଳ (ଏସଏଡି)ର ଆଶାୟୀ ପ୍ରାର୍ଥୀ ଏବଂ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଉଭୟ ପକ୍ଷ ମଧ୍ୟରେ!-->…
Read More...
Read More...