Browsing Category

ପ୍ରମୁଖ ଖବର

ଶିଶୁକନ୍ୟାର ଗଳା କାଟି ହତ୍ୟା ଉଦ୍ୟମ :ପୀଡ଼ିତା ସହ ହୋଇଥିଲା ଗଣଦୁଷ୍କର୍ମ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ୫ ବର୍ଷର ଶିଶୁକନ୍ୟାଙ୍କୁ ଗଳା କାଟି ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁକନ୍ୟା ସହିତ ଗଣଦୁଷ୍କର୍ମ ହୋଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି। ଶିଶୁକନ୍ୟା ଜଣକ ଏବେ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଚିକିତ୍ସାଧୀନ
Read More...

ଫେବୃୟାରୀ ୧ରୁ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଗତବର୍ଷ ସାରା ଦେଶରେ ଲକଡାଉନ ଲାଗୁ ହେବା ସାଙ୍ଗକୁ ସତର୍କତା ଦୃଷ୍ଟିରୁ ଦେଶବ୍ୟାପୀ ସିନେମା ହଲ୍‌ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦେଶାବଳୀ ଜାରି କରାଯାଇଥିଲା। କରୋନା ସ୍ଥିତିରେ ସୁଧାର ଆସିବା ପରେ କିଛି ରାଜ୍ୟର ସରକାର ସିନେମା ହଲ୍‌ ଖୋଲିବା ଉପରେ
Read More...

ଦେଶରେ ଦିନକରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଳୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଛି। ଦିନକରେ ଦେଶରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୭,୪୬,୧୮୩କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୨୭ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ସହ ମୋଟ
Read More...

ତ୍ରିରଙ୍ଗାର ଅପମାନ ଦେଖି ଦୁଃଖୀ ହେଲା ଦେଶ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ ଗଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ରାଲି ସମୟରେ ଚାଷୀମାନେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବା ସହିତ ଦିଲ୍ଲୀର ଲାଲକିଲାରେ ଚଢ଼ି ତ୍ରିରଙ୍ଗା ପତାକାକୁ ହଟାଇ ଧାର୍ମିକ ପତାକା ଉଡ଼ାଇଥିଲେ। ଏହାଫଳରେ ତ୍ରିରଙ୍ଗାକୁ ଯେଉଁଭଳି ଅପମାନିତ କରାଗଲା ସେଥିରେ ଦେଶ ଦୁଃଖୀ ହେଲା ବୋଲି
Read More...

୧୧୪ ନୂଆ କରୋନା ପିଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୧୧୪ ନୂଆ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୮, ସ୍ଥାନୀୟ ୪୬ । ମୋଟ ପଜିଟିଭ ସଂଖ୍ୟା ୩,୩୫,୦୭୨କୁ ବୃଦ୍ଧି ପାଇଛି। ୩,୩୧,୯୬୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୧୫୧
Read More...

ମନକି ବାତରେ ଭାଗ୍ୟଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନକି ବାତ କାର୍ଯ୍ୟକ୍ରମରେ ରାଉରକେଲାର ଅନନ୍ୟ ପ୍ରତିଭା ପଟ୍ଟଚିତ୍ର ଶିଳ୍ପା ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏହି ଖବର ମିଳିବା ପରେ ଭାଗ୍ୟଶ୍ରୀଙ୍କ ଘରେ ଗଣମାଧ୍ୟମ ଓ ଶୁଭେଚ୍ଛାର ସୁଅ ଛୁଟିଛି । ଏ ନେଇ ଭାଗ୍ୟଶ୍ରୀଙ୍କ ଘରେ ଊତ୍ସବର
Read More...

ଖୋଲିପାରେ ସ୍କୁଲ, କଲେଜ

ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଫେବ୍ରୃଆରି ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଫେବ୍ରୃଆରି ୧ରୁ ୨୮ ଯାଏଁ ଜାରି ରହିବ ଏହି ଗାଇଡଲାଇନ୍ । ନୂଆ ଗାଇଡଲାଇନ୍ ଅନୁସାରେ କଂଟେନ୍ମେଂଟ ଜୋନ୍ ଅଞ୍ଚଳରେ ଲକ୍ଡାଉନ୍ ଜାରି କରାଯାଇପାରିବ । ତେବେ
Read More...

ପୁଲିସ ମୁଖ୍ୟାଳୟରେ ଶହୀଦ ଦିବସ ଉପଲକ୍ଷେ ନିରବ ପ୍ରାର୍ଥନା

କଟକ: ରାଷ୍ଟ୍ରୀୟ ଶହୀଦ ଦିବସ ଉପଲକ୍ଷେ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଦୁଇ ମିନିଟ ନିର ବପ୍ରାର୍ଥନା କରାଯାଇଥିଲା। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀଅଭୟ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିବା ସହ ମହାମାନବ ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ଶହୀଦ ମାନଙ୍କ ସ୍ମୃତି ଚାରଣ କରିଥିଲେ।
Read More...

ଓଡ଼ିଆ ବୀର କର୍ଣ୍ଣେଲ ପୁଣ୍ୟବାଚି ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ

ଭାରତ ଓ ଚୀନ ସେନା ସୀମାନ୍ତରେ ମୁହାଁମୁହିଁ ଥିବାବେଳେ ଲଦାଖ ଅଞ୍ଚଳରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ ପାଇଁ ୨୦୨୧ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଭାରତର ରାଷ୍ଟ୍ରପତି କ‌େ‌ର୍ଣ୍ଣଲ ପୁଣ୍ୟବାଚି ମହାନ୍ତିଙ୍କୁ ‘ଯୁଦ୍ଧ ସେବା ମେଡାଲ’ରେ ଭୂଷିତ କରିଛନ୍ତି। ଭାରତୀୟ ସ୍ଥଳସେନାର ‘ସ୍ପେସାଲ
Read More...

ପୁରୀ ସମୁଦ୍ରରୁ ନିଖୋଜ ପର୍ଯ୍ୟଟକ ଉଦ୍ଧାର

ଗତକାଲି ଠାରୁ ପୁରୀ ସମୁଦ୍ରରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତ ଦେହ ଆଜି ସକାଳେ ପେଣ୍ଠକଟା ବେଳାଭୂମିରୁ ମିଳିଛି। ତାଙ୍କ ଘର ବୋକାରୋ ଅଞ୍ଚଳରେ ବୋଲି ଜଣା ପଡ଼ିଛି। ସେ ଗତକାଲି ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିଲେ। ସେ ଝାଡଖଣ୍ଡ ବୋକାର ଅଞ୍ଚଳର ଦୀପକ କୁମାର (୧୭) ବୋଲି ଜଣାପଡିଛି।
Read More...