ମଝି ଦରିଆରେ ଜଳିଗଲା ଜାହାଜ
ଚେନ୍ନାଇ: ମଝି ଦରିଆରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା ଜାହାଜ। ଏତେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଯେ, ନିଆଁ ଆୟତ୍ତ କରିବାକୁ କେହି ବି ସାହସ କରିପାରୁ ନାହାନ୍ତି। ଏଭଳି କିଛି ଘଟଣା ଘଟିଛି ରାମେଶ୍ୱରମର ପାମ୍ବନ ଉପକୂଳରେ।
ଆଜି ସକାଳୁ ସମୁଦ୍ର ମଧ୍ୟରେ ଠିଆ ହୋଇଥିବା ଏକ ମାଛଧରା!-->!-->!-->…
Read More...
Read More...