ଖଣ୍ଡାରେ ହାଣି ଲୁଟି ନେଲେ ୪ ଲକ୍ଷ
ଉମରକୋଟ : ଖଣ୍ଡାରେ ଆକ୍ରମଣ କରି ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ୪ ଲକ୍ଷ ଟଙ୍କା। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ଗାଁ ନିକଟରେ। ଝରିଗାଁ ବ୍ଲକ୍ ଚଚ୍ଚା ଗାଁର ବ୍ୟବସାୟୀ ରାଜେନ୍ଦ୍ର ଯାଦବ ଏକ ବ୍ୟାଗରେ ୪ ଲକ୍ଷ ଟଙ୍କା ନେଇ ବାଇକ୍ ଯୋଗେ ନିକଟସ୍ଥ କଂଗ୍ରା!-->…
Read More...
Read More...