Browsing Category

ପ୍ରମୁଖ ଖବର

ରାଜ୍ୟରେ ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୪ଜଣ ଚିହ୍ନଟ ହୋଇଥିବାବେଳେ ୧୩୫ଟି ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୬୯୧୫କୁ ବୃଦ୍ଧି…
Read More...

ଏହି ଉପାୟରେ କରନ୍ତୁ ନବବର୍ଷକୁ ସ୍ୱାଗତ

ନବବର୍ଷ ଆସିବାକୁ ଆଉ ଅଳ୍ପ ଦିନ ବାକି ରହିଛି। ସଭିଁଙ୍କୁ ୨୦୨୧ବର୍ଷକୁ ଖୁବ ଆଗ୍ରହ ଓ ଉଲ୍ଲାସର ସହ ଅପେକ୍ଷା କରିଛନ୍ତି। ନୂଆବର୍ଷକୁ ସ୍ୱତନ୍ତ୍ର ଓ ହସଖୁସିରେ ବିତାଇବାକୁ ଏବେ ଠାରୁ ଘରକୁ ସଜାଇବା ଓ ଅନ୍ୟାନ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆପଣ ମଧ୍ୟ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ…
Read More...

ରାଜ୍ୟରେ ଆଉ ୪ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୪୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
Read More...

କରୋନା ପାଇଁ କାର୍ଯ୍ୟକାରୀ କରାଯାଇପାରି ନାହିଁ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) : ଶାହା

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ କାର୍ଯ୍ୟକାରୀ କରାଯାଇପାରି ନାହିଁ। କରୋନା ଟିକାକରଣ ଆରମ୍ଭ ହେବା ପରେ ଏହି ଆଇନର କାର୍ଯ୍ୟକାରିତା ସମ୍ପର୍କରେ ବିଚାର କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ସୋମବାର ଏକ ସାମ୍ବାଦିକ…
Read More...

ଘାରିଲା ନକ୍ସଲ ଧମକ, ରାତିରାତି ଗାଁ ଛାଡ଼ିଲେ ପରିବାର

ଚିତ୍ରକୋଣ୍ଡା : ଇନଫର୍ମର ସନ୍ଦେହରେ ଗାଁ ଛାଡ଼ି ଦେବାକୁ ଖୋଲାଖୋଲି ଧମକ ଦେଲେ ନକ୍ସଲ। ଶେଷରେ ବାଧ୍ୟ ହୋଇ ରାତାରାତି ପରିବାର ସହ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସନ୍ୟାଷିଗୁଡା ଗାଁର ମାନୁ ଗୋଲରି। ସୂଚନାଯୋଗ୍ୟ, ଗତ ୨୬ ତାରିଖରେ…
Read More...

ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଥାନାରେ ଏତଲା

ନୟାଗଡ଼ : “ବିନା ଦୋଷରେ ମୋ ପୁଅକୁ ଏସ୍‌ଆଇଟି ଗିରଫ କରିଛି। ମୋ ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମାଡ଼ କରି ତାକୁ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଉଛି।” ଏପରି ସଙ୍ଗୀନ ଅଭିଯୋଗ ଆଣି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ନୟାଗଡ଼ ସଦର ଥାନାରେ ଏତଲା ଦେଇଛନ୍ତି ସରୋଜ ସେଠୀଙ୍କ ମା’।…
Read More...

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ଆମେରିକୀୟ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’ରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ-ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ…
Read More...

ଓଡ଼ିଶା-ଆନ୍ଧ୍ର ବିବାଦୀୟ ଜମି

ପାରଳାଖେମୁଣ୍ଡି: ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଜମି ବିବାଦର ସମାଧାନ ଉଦ୍ୟମ ଆରମ୍ଭ ହୋଇଛି। ଆଜି ଉଭୟ ରାଜ୍ୟର ସୀମାନ୍ତ ଜିଲାଗୁଡ଼ିକର ରାଜସ୍ୱ ଅଧିକାରୀମାନେ ମିଳିତ ଭାବେ ମାପଚୁପ ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଗଜପତି ଜିଲା ସଦର ମହକୁମା…
Read More...

ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ; କ୍ଷତିପୂରଣ ଦାବୀରେ ଗ୍ରାମବସୀଙ୍କ ରାସ୍ତା ଅବରୋଧ

ଛତ୍ରପୁର : ଛତ୍ରପୁର ଥାନା ଅଧିନ ରଙ୍ଗାମାଟିଆ ଛକ ନିକଟରେ ଏକ ସ୍କୁଟି ସହ ଟ୍ରକ୍ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟିରେ ଥିବା ହଂସପୁର ଗ୍ରାମର ଶିବୁ ନାହାକଙ୍କ ସ୍ତ୍ରୀ ଶୋଭାମଣି ନାହାକଙ୍କ ମୃତ୍ୟୁ ହୋଇଛି। ଗ୍ରାମବସୀମାନେ ଖବର ପାଇଁ ଦୃଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ…
Read More...

ପ୍ରଣବଙ୍କ ବିତର୍କିତ ଆତ୍ମଜୀବନୀ

ଚଳିତ ଶତାବ୍ଦୀର ପ୍ରଥମ ଦଶକର କଥା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଲୋକପ୍ରିୟତା ସାରା ଦେଶରେ ଶିଖର ଛୁଇଁଥାଏ। ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଥାଏ ଜାତୀୟ ରାଜପଥ ପ୍ରଶସ୍ତୀକରଣ ଯୋଜନା ଓ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଆକୁମାରୀ ହିମାଳୟ ସମସ୍ତ…
Read More...