ଆସନ୍ତାକାଲି ଉତକ୍ଷେପଣ ହେବ ୪୨ତମ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧
ଭାରତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ ପାଇଁ ୨୫ ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଛି। ଆଜି ଅପରାହ୍ନ ୨ଟା ୪୧ ମିନିଟରେ ଏହି ଅବଗଣନା ଆରମ୍ଭ ହୋଇଛି। ଏହା ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ହେବ। ଆସନ୍ତାକାଲି (ଡିସେମ୍ବର ୧୭) ଅପରାହ୍ନ ୩ଟା ୪୧ ମିନିଟରେ!-->…
Read More...
Read More...