Browsing Category

ପ୍ରମୁଖ ଖବର

ଘର ତାଲା ଭାଙ୍ଗି ଟଙ୍କା, ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା କେନ୍ଦୁଯୋଡା ଗ୍ରାମରେ ବୁଧବାର ଦିନ ଦ୍ବିପ୍ରହରରେ ଘରର ତାଲା ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ପାଟଣା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ବୁଧବାର ମଧ୍ୟାହ୍ନରେ ଗ୍ରାମର ଜଗବନ୍ଧୁ ମହନ୍ତଙ୍କ…
Read More...

ସନ୍ଦେହଜନକ ଅବସ୍ଥାରେ ଥାନାରେ ବ୍ୟକ୍ତିଙ୍କ ମୃତ୍ୟୁ

ପୁରୀ : ପୁରୀ ଜିଲା ଅନ୍ତର୍ଗତ ବାସେଳି ଥାନାରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ଶରୀରରେ କେତକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ବ୍ୟକ୍ତିଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ସେନେଇ ତଦନ୍ତ…
Read More...

ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ : ଗତ ୨୪ ଘଂଟାରେ ସର୍ବାଧିକ ୧୩୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଛି। ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ମୃତ୍ୟୁର ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୪୮୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହା ହେଉଛି ଦିଲ୍ଲୀରେ…
Read More...

୭ଟି ଜିଲ୍ଲାରୁ ୪ଲକ୍ଷ ୧୨ହଜାର ୨୯୬ଜଣ ଚାଷୀଙ୍କୁ ମିଳିଛି ଟୋକନ – ଖାଉଟି କଲ୍ୟାଣ ମନ୍ତ୍ରୀ

ରାଜ୍ୟରେ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିବା ଓ ଚାଷୀମାନେ ଟୋକନ ପାଇବା ସମସ୍ୟା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ସେ କ୍ଷେତ୍ରରେ ତତ୍ପରତା ଦେଖାଇଛନ୍ତି। ଆଜି ଖାଉଟି କଲ୍ୟାଣ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ କରିଛନ୍ତି। ରାଜ୍ୟର ୭ଟି…
Read More...

ଆଜିଠାରୁ ବେଙ୍ଗାଲୁରୁ ଟେକ ସମିଟ ୨୦୨୦, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ବେଙ୍ଗାଲୁରୁ ବୈଷୟିକ ଶିଖର ବୈଠକକୁ ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କରିବେ। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡକ୍ଟର ସି.ଏନ୍‍. ଆଶ୍ୱଥ୍‍ ନାରାୟଣା କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୨ ବର୍ଷ ତଳେ ଏହି…
Read More...

ଘାଟି ତଳକୁ ଖସିଲା ଗାଡ଼ି; ଜଣେ ମୃତ, ୬ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଆଜି ଏକ କମାଣ୍ଡରରେ ବଣ୍ଡା ଘାଟିରୁ ଖଇରିପୁଟ ଅଭିମୁଖେ କିଛି ଯାତ୍ରୀ ଆସୁଥିବାବେଳେ ଗାଡିର ବ୍ରେକ୍ ଫେଲ ହେଇଯିବାରୁ ଗାଡିଟି ଭାରସାମ୍ୟ…
Read More...

ଲୌହ ମହିଳା ; ପ୍ରେରଣାର ସ୍ରୋତ – ଇନ୍ଦିରାଗାନ୍ଧୀ

ଅମର କୃତିତ୍ୱ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି କାଳ କାଳକୁ ଅମର ରହିଥିବା ମହାନ୍‌ ନାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀମତି ଇନ୍ଦିରା ଗାନ୍ଧୀ। ଆଜି ଭାରତର ଲୌହ ମହିଳା ଓ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଦିନ।୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଆହ୍ଲାବାଦ…
Read More...

ଆଜି ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୧୭ ନଭେମ୍ବର ୧୯ରେ ଆହ୍ଲାବାଦଠାରେ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଇନ୍ଦିରା ପିଲାବେଳୁ ହିଁ ବେଶ୍ ସଚ୍ଚୋଟ ଓ ନିର୍ଭୀକା ଥିଲେ। ‘ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ’ରେ ଭର୍ତ୍ତି ହେବା ସମୟରେ…
Read More...

ଝିଅ ଘର ଛାଡିଦେଲା ବୋଲି ଆତ୍ମଦାହ କରିଲା ମାଆ

ପାଟଣା : ପୂର୍ବରୁ ବଡ଼ ଝିଅ ଘର ଛାଡ଼ିଦେଇଥିଲା ଓ ମଙ୍ଗଳବାର ସାନ ଝିଅ ମଧ୍ୟ ଘର ଛାଡ଼ି ଚାଲିଗଲା। ଏନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କାଲି ମଧ୍ୟ ଝଗଡା ହେଲା। ମୋତେ ଆଉ ଖୋଜିବ ନାହିଁ ବୋଲି ଆଜି ସାନ ଝିଅ ଘରକୁ ଫୋନ୍ କରି ଜଣାଇଦେଲା। ବାସ୍ ଏତିକି କଥାରେ ମାଆର ହୃଦୟ ଭାଙ୍ଗି ଯାଇଥିଲା ଓ…
Read More...

ଆସନ୍ତା ୩୦ରେ ଭାରତ ଅଧ୍ୟକ୍ଷତାରେ ଏସ୍‍.ସି.ଓ. ବୈଠକ, ଅର୍ଥନୈତିକ ସହଯୋଗ ମୁଖ୍ୟ ପ୍ରସଙ୍ଗ

ଏସସିଓ ମହାସଚିବ ଭ୍ଲାଦିମିର୍‍ ନୋରୋବ୍‍ କହିଛନ୍ତି, ଆଗାମୀ ଏସ୍‍.ସି.ଓ. ପରିଷଦ ରାଷ୍ଟ୍ରମୁଖ୍ୟ ବୈଠକରେ ଅର୍ଥନୈତିକ ସହଯୋଗ ମୁଖ୍ୟ ପ୍ରସଙ୍ଗ ରହିବ। ଆସନ୍ତା ୩୦ ତାରିଖରେ ଭାରତ ଅଧ୍ୟକ୍ଷତାରେ ଏସସିଓ ପରିଷଦ ରାଷ୍ଟ୍ରମୁଖ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ବେଜିଂରେ ଏକ ସାମ୍ବାଦିକ…
Read More...