Browsing Category

ପ୍ରମୁଖ ଖବର

ଦେଶରେ ଦିନକରେ ୫୫ ହଜାର ୮୩୮ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୫୫ ହଜାର ୮୩୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୦୬ ହଜାର ୯୪୬କୁ ବୃଦ୍ଧି ପାଇଛି। ଅନ୍ୟପଟେ ୨୪ଘଣ୍ଟାରେ ୨୪ ହଜାର ୨୭୮ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଏବଂ ଆକ୍ଟିଭ୍ କେସ୍ ୭ ଲକ୍ଷ…
Read More...

ରାଜ୍ୟରେ ଆଉ ୧୯୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ବୁଧବାର ଆଉ ୧୯୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୬୦୯୪ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୦୯ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୮୦୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି…
Read More...

ବିଜୟୱାଡା: କନକ ଦୁର୍ଗା ମନ୍ଦିରରେ ଭୟଙ୍କର ଭୂସ୍ଖଳନ

ବିଜୟୱାଡା: ଆନ୍ଧ୍ର ପ୍ରଦେଶର ବିଜୟୱାଡା ଠାରେ ଥିବା ପ୍ରସିଦ୍ଧ କନକ ଦୁର୍ଗା ମନ୍ଦିରରେ ଆଜି ଭୟଙ୍କର ଭୂସ୍ଖଳନ ହୋଇଛି। ଭୂସ୍ଖଳନ ବେଳେ ମନ୍ଦିର ପରିସରରେ ଏକାଧିକ ଶ୍ରଦ୍ଧାଳୁ ରହିଥିଲେ। ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ତେବେ ଭୂସ୍ଖଳନର କାରଣ ଜଣାପଡ଼ିନାହିଁ।…
Read More...

ବାଲେଶ୍ୱର : ୯୦ ବର୍ଷରେ ଯୋଦ୍ଧା ସାଜିଛନ୍ତି ବେଣୁଧର

ବାଲେଶ୍ୱର : ବାଲେଶ୍ୱର ଉପନିର୍ବାଚନ ପାଇଁ ସବୁଦଳ ଚଳାଇଛନ୍ତି ଜୋରଦାର ପ୍ରଚାର । ବିଜେପି ସଭାପତି ସମୀର ମହାନ୍ତି ନେତୃତ୍ୱରେ ଆଜି ବାଲେଶ୍ୱର ସହରରେ ଏକ ରୋଡ ସୋ କରାଯାଇଛି। ଚଣ୍ଡିଛକ ଠାରୁ ଫକୀର ମୋହନ ଛକ ଦେଇ ଏହି ରୋଡ ସୋ ରେଲେଓ୍ୱ ଷ୍ଟେସନ ଯାଏଁ ଯାଇଥିଲା। ଭୋଟରଙ୍କୁ ଆକୃଷ୍ଟ କରିବା ସହ…
Read More...

ପଥର ଖାଦାନରେ ବାରୁଦ ବିସ୍ଫୋରଣ ଘଟଣା; ଗୁଣପୁର ତହସିଲଦାର ନିଳମ୍ବିତ

ଗୁଣପୁର : ଗତ ଶୁକ୍ରବାର ଦିନ ପଥର ଖାଦାନରେ ବାରୁଦ ବିସ୍ଫୋରଣ ଘଟି କାମ କରୁଥିବାବେଳେ ୩ ଜଣ ଶ୍ରମିକଙ୍କ ମୃତ୍ୟୁବରଣ କରିବା ଘଟଣାକୁ ରାଜ୍ୟ ସରକାର ଗୁରୁତର ଭାବେ ନେଇ ଆଜି ଗୁଣପୁର ତହସିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେହିଭଳି ପୂର୍ବରୁ ଜିଲାପ୍ରଶାସନ ପକ୍ଷରୁ ମଧ୍ୟ ଏହି…
Read More...

୨୦୨୪ ସୁଦ୍ଧା ଚନ୍ଦ୍ରରେ ବି କାର୍ଯ୍ୟକ୍ଷମ ହେବ ୪-ଜି ନେଟୱାର୍କ; ନାସା ପ୍ରକଳ୍ପରେ ନୋକିଆ ଅଂଶୀଦାର

ନୂଆଦିଲ୍ଲୀ: ବିଶ୍ଵର ଅନେକ ଅଞ୍ଚଳ ଏ​‌ବେ ଟେଲିକମ୍ ସୁବିଧାରୁ ବଞ୍ଚିତ ହୋଇଛି । ଅନେକ ବିକଶିତ ଓ ବିକାଶଶୀଳ ଦେଶରେ ଏମିତି ଅନେକ ଅଞ୍ଚଳ ଅଛି ଯେଉଁଠି ମୋବାଇଲ ସୁବିଧା ଉପଲବ୍ଧ ନୁହେଁ । କିନ୍ତୁ ଚନ୍ଦ୍ରରେ ୪ଜି ମୋବାଇଲ ସେବା କାର୍ଯ୍ୟକ୍ଷମ କରିବା ନିମନ୍ତେ ଅଣ୍ଟା ଭିଡ଼ିଛି ନାସା । କେବଳ…
Read More...

ସୀମାପାର ଚୀନ ସୈନ୍ୟକୁ ଫେରାଇଦେଲା ଭାରତ

ଭାରତ ସୀମା ଭିତରକୁ ଚାଲିଆସିଥିବା ଚୀନ ସୈନ୍ୟ ଜଣଙ୍କୁ ଭାରତ ଚୀନ୍‍କୁ ହସ୍ତାନ୍ତର କରିଛି। ସେହି ସୈନ୍ୟ ଜଣଙ୍କୁ ପୂର୍ବ ଲଦାଖର ଡେମ୍‍ଚୌକ ସେକ୍ଟରରୁ ଗତ ୧୮ ତାରିଖ ଦିନ ଗିରଫ କରାଯାଇଥିଲା। ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ଭାରତ ଓ ଚୀନ ମଧ୍ୟରେ ସ୍ୱାକ୍ଷରିତ…
Read More...

କ୍ୟାବିନେଟ ମଞ୍ଜୁରୀ, ୩୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳି ବୋନସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର ଘୋଷଣା କରାଯାଇଛି। ୩୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩୭୩୭ କୋଟି ଟଙ୍କା ଦୀପାବଳି ବୋନସ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ୨୦୧୯-୨୦ ଆର୍ଥିକ ବର୍ଷ…
Read More...

ଆଜି ପୁଲିସ ସ୍ମାରକୀ ଦିବସ

ଆଜି ସାରା ଦେଶରେ ପୁଲିସ ସ୍ମାରକୀ ଦିବସ ପାଳିତ ହେଉଛି। ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖ ଦିନଟିକୁ ପୁଲିସ ସ୍ମାରକୀ ଦିବସ ଭାବେ ପାଳନ କରାଯାଇଥାଏ। ଦେଶ ପାଇଁ ପୁଲିସ ଯବାନମାନଙ୍କର ବଳିଦାନ ଓ କର୍ତ୍ତବ୍ୟ ପରାୟଣତା ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ୧୯୫୯…
Read More...

ରିଲାଏନ୍ସ ଜିଓ ଆରମ୍ଭ କରିବ ୫ଜି ସେବା

ମୁମ୍ବାଇ: କ୍ୱାଲ୍‌କମ୍ ଟେକ୍ନୋଲୋଜିସ୍ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ) ତଥା ଏହାର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରାଡିସିସ୍ କର୍ପୋରେସନ ସହଯୋଗରେ ଭର୍ଚୁଆଲାଇଜଡ୍ ଆର୍‌ଏଏନ୍ ସହିତ ୫ଜି ସଲ୍ୟୁସନ୍ ଭିତ୍ତିକ ଏକ ଓପନ୍ ଓ ଇଟଂରଅପରେବଲ୍ ଇଟଂରଫେସ୍ ସମ୍ବଳିତ ବ୍ୟବସ୍ଥା ବିକଶିତ…
Read More...