ଗଞ୍ଜେଇ ଜବତରେ ପୁଲିସକୁ ମିଳିଛି ବଡ଼ ସଫଳତା , ଇସ୍ରୋ କରୁଛି ସାହାଯ୍ୟ
ଭୁବନେଶ୍ୱର: ରାଜ୍ୟରେ ଗଞ୍ଜେଇ ଜବତରେ ପୁଲିସକୁ ମିଳିଛି ବଡ଼ ସଫଳତା। କୋରାପୁଟରୁ ସର୍ବାଧିକ ୪୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ମାଲକାନଗିରିରୁ ୨୪୦ ଓ ଗଜପତିରୁ ୧୨୬ କେଜି ଗଞ୍ଜେଇ ଜବତ ହୋଇଛି। ଏ ନେଇ ମଙ୍ଗଳବାର ପୁଲିସ ମହାନିର୍ଦ୍ଦେଶକ ଅଭୟ ସାମ୍ବାଦିକ ସମ୍ମିଲନୀରେ ସୂଚନା!-->…
Read More...
Read More...