Browsing Category

ପ୍ରମୁଖ ଖବର

ଅବପାତର ରୂପ ନେଲା ଲଘୁଚାପ

ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଚେତାବନୀ ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ତୀବ୍ର ଅବପାତରେ ରୂପ ନେବାକୁ ଯାଉଥିବା…
Read More...

ହୁ”ର କୋଭାକ୍ସ ଯୋଜନାରେ ସାମୀଲ ଚୀନ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାପୀ ସନ୍ତୁଳିତ ଭାବରେ କୋଭିଡ୍ ଟିିକା ବିତରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ପ୍ରସ୍ତାବିତ କୋଭାକ୍ସ ଟିକା ସହଭାଗିତା ଯୋଜାନାରେ ଯୋଗଦେବାକୁ ପ୍ରଥମରୁ ଅନିଚ୍ଛା କ୍ରପାଶ କରିଥିବା ଚୀନ୍ ଏବେ ସେଥିରେ ସାମିଲ ହୋଇଥିବା ଜଣାଯାଇଛି । ସମ୍ପ୍ରତି ବିଶ୍ୱ…
Read More...

ଦେଶରେ ୨୪ଘଣ୍ଟାରେ ୭୩,୨୭୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବାବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ  ଲାଗିଛି ।  ଗତ ୨୪ ଘଣ୍ଟାରେ  ପ୍ରାୟ ୭୩ ହଜାର  ନୂଆ…
Read More...

କୁଲଗାମରେ ଏନକାଉଣ୍ଟର: ଦୁଇ ଆତଙ୍କବାଦୀ ନିହତ

କୁଲଗାମ: ଶନିବାର ସକାଳେ ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଶନିବାର କୁଲଗାମ ଜିଲ୍ଲାର ଚିନିଗାମ ଅଞ୍ଚଳରେ ମାଓବାଦୀଙ୍କ ସହ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା…
Read More...

ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ଜିଭାଙ୍କୁ ମିଳିଲା ଦୁଷ୍କର୍ମ ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭାଙ୍କୁ ଦୁଷ୍କର୍ମ କରିବ‌ାର ଧମକ ଦିଆଯାଇଛି। ସୋସିଆଲ ମିଡିଆରେ ମାଧ୍ୟମରେ ମହେନ୍ଦ୍ର ସିଂ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ଧୋନିଙ୍କୁ ଏହି ଧମକ…
Read More...

କ୍ଷମା ମାଗିଲେ ବିଧାୟକ ଉମା ସାମନ୍ତରାୟ

ପୁରୀ:  ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଘଟଣାରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କ୍ଷମା ମାଗିଛନ୍ତି। ସେ ଏକ ଭିଡିଓ ଜାରି କହିଛନ୍ତି ଯେ ଗତ ୪ ତାରିଖରେ କରୋନା ସଂକ୍ରମିତ ହୋଇ ମଧ୍ୟ  ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଭୁଲ୍…
Read More...

ଭାରତର ଉତ୍ତର ସୀମାରେ ଚୀନ୍ ୬୦,୦୦୦ ରୁ ଅଧିକ ସୈନ୍ୟ ଠୁଳ କରିଛି

ୱାଶିଂଟନ୍: ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମ‌ା ବିବାଦ ମଧ୍ୟରେ ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଭାରତର ଉତ୍ତର ସୀମାରେ ଚୀନ୍ ୬୦,୦୦୦ ରୁ ଅଧିକ ସୈନ୍ୟ ଠୁଳ କରିଛି ବୋଲି ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଛନ୍ତି। ବେଜିଂର ଖରାପ…
Read More...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଅଭିଯୋଗ କଲେ କୋଭିଡ୍ ଯୋଦ୍ଧା

ଭୁବନେଶ୍ବର: କୋଭିଡ୍ ଆଇନ୍ ଉଲ୍ଲଂଘନ ନେଇ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଜଣେ କୋଭିଡ୍ ଯୋଦ୍ଧା ଲିଖିତ ଅଭିଯୋଗ ଆଣିଥିବା ଜଣାଯାଇଛି । ସାଂସଦ ବାରମ୍ବାର କୋଭିଡ୍ ଆଇନ୍ ଭାଙ୍ଗୁଥିବାରୁ କୋଭିଡ୍ ଯୋଦ୍ଧା କାର୍ଯ୍ୟାନୁଷ୍ଠାନ ଦାବି କରି ଲିଖିତ ଭାବେ ଭୁବନେଶ୍ୱର…
Read More...

୩ଦିନ ପାଇଁ ବନ୍ଦ ରହିବ ଭିସୁଟ୍

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ବୁର୍ଲା ଭିସୁଟ୍ ୩ଦିନ ପାଇଁ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ଏନେଇ ଭିସୁଟର ରେଜିଷ୍ଟ୍ରାର୍ ଏକ ଚିଠି ଜାରି କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ବୁର୍ଲା ଭିସୁଟ୍ ଶନିବାର, ରବିବାର ଓ ସୋମବାର ବନ୍ଦ ରହିବ । କରୋନା ସଂକ୍ରମଣକୁ ଆଖିରେ ଆଗରେ ରଖି…
Read More...

ବାପାଙ୍କ ତଣ୍ଟି କାଟିଦେଲା ପୁଅ

ବୁଗୁଡ଼ା: ଟଙ୍କା ପାଇଁ ଶତ୍ରୁ ସାଜିଲା ନିଜର ଏକ ମାତ୍ର ପୁଅ। ସାଙ୍ଗମାନଙ୍କ ସହ ମିଶି ଟଙ୍କା ଉଡ଼ାଇ ଗରିବ ବାପାକୁ ଅସହାୟ କରିଦେଲା। ଶେଷରେ ବାପା ଟଙ୍କା ଦେବା ପାଇଁ ଅସମର୍ଥ ହେବାରୁ ସୋଲ କଟା ଛୁରିରେ ତାଙ୍କ ତଣ୍ଟି କାଟିଦେଲା। ଆଉ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କୁ ପକାଇ ଦେଇ ଘଟଣା…
Read More...