Browsing Category

ପ୍ରମୁଖ ଖବର

କ୍ଷେପଣାସ୍ତ୍ର କେ-୧୫ର ପରୀକ୍ଷା ସଫଳ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଆଇଟିଆର୍ ୪ ନମ୍ବର ଲଞ୍ଚପ୍ୟାଡରୁୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ସୌର୍ଯ୍ୟ କେ-୧୫ର ପରୀକ୍ଷା ସଫଳ ହୋଇଛି । ଆଜି ଦିନ ୧୧ଟା ୪୦ରେ ଏହାର ପରୀକ୍ଷଣ କରାଯାଇଛି । ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ୭୫୦ କିଲୋମିଟର ବା…
Read More...

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ସିଆର୍‌ପିଏଫ୍ ଯବାନ ସହିଦ, ୩ ଆହତ

ଶ୍ରୀନଗର: ସୋମବାର ଅପରାହ୍ଣ ପ୍ରାୟ ୧୨:୫୦ରେ ଦକ୍ଷିଣ କଶ୍ମୀରର ପାମ୍ପୋର ଅନ୍ତର୍ଗତ କାନ୍ଦିଜାଲ ସେତୁ ନିକଟରେ ଏକ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଅନ୍ୟୂନ ୨ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ୩ ଜଣ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ…
Read More...

ରାଜ୍ୟରେ ଆଉ ୧୭ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: କରୋନାରେ ଆଜି ପୁଣି ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ କଟକ ଓ…
Read More...

ଭୁବନେଶ୍ୱରର ୨ଟି ବ୍ୟାଙ୍କ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ

ଭୁବନେଶ୍ୱର: ଭୁବନେଶ୍ୱରର ୨ଟି ବ୍ୟାଙ୍କ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ । ସାମ୍ବାଦିକ ସମ୍ମିଳନୀ କରି ଲୁଟ୍ ଓ ଅଭିଯୁକ୍ତଙ୍କ ସଂପର୍କରେ ସବିଶେଷ ବିବରଣୀ ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଭୁବନେଶ୍ୱର ନନ୍ଦନବିହାର ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ…
Read More...

ଓଜେଇଇ ପରୀକ୍ଷା ପାଇଁ ଜାରି ହେଲା ଏସଓପି

ଭୁବନେଶ୍ବର: ଓଜେଇଇ ପରୀକ୍ଷା ପାଇଁ ଏସଓପି ଜାରି ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରାର୍ଥୀମାନଙ୍କର ସ୍ୱାସ୍ଥ୍ୟସୁବିଧା ସୁନିଶ୍ଚିତ କରିବା ଏବଂ ସାମାଜିକ ଦୂରତା ସମ୍ବନ୍ଧରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଥିରେ…
Read More...

ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ: ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗକୁ ନିର୍ବାଚନ ଥିବାରୁ ଟ୍ରମ୍ପ କେବେ ସୁସ୍ଥ ହେବେ ତାହା ଉପରେ ସାରା ବିଶ୍ୱର ନଜର ରହିଛି । ଆଉ ଠିକ୍ ଏତିକି ବେଳେ ଆମେରିକା ରାଷ୍ଟ୍ରପତିଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ଏଭଳି…
Read More...

ଡି.କେ ଶିବକୁମାର ଏବଂ ତାଙ୍କ ସାଂସଦ ଭାଇ ଡି.କେ ସୁରେଶଙ୍କ ୧୪ଟି ଆଡ୍ଡା ଉପରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏବଂ ତାଙ୍କ ସାଂସଦ ଭାଇ ଡି.କେ ସୁରେଶଙ୍କ ୧୪ଟି ଆଡ୍ଡା ଉପରେ ଚଢ଼ଉ କରିଛି। ସିବିଆଇ ଦଳ ବେଙ୍ଗାଲୁରୁର ଡୋଡ୍ଡାଲହଲ୍ଲୀ, କନକପୁରା ଏବଂ ସଦାଶିବ ନଗରରେ ଚଢ଼ଉ କରିଛି। ଦୁର୍ନୀତି ମାମଲାକୁ…
Read More...

କିନ୍ନରଙ୍କୁ ମିଳିଲା ପ୍ରିଜାଇଡିଂ ଅଫିସରର ଦାୟିତ୍ୱ

ପାଟନା: ଅକ୍ଟୋବର ୨୮ରୁ ଆରମ୍ଭ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ। ଏ ନେଇ ମତଦାନ ଓ ଫଳାଫଳର ତାରିଖ ଘୋଷଣା କରାଯାଇସାରିଥିବା ବେଳେ ଏବେ ନିର୍ବାଚନ କମିଶନ ପ୍ରଥମ କରି ଏକ ଭିନ୍ନ ନିଷ୍ପତ୍ତି ନେଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମହିଳା କିନ୍ନର ମୋନିକା…
Read More...

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଫଳାଫଳ

ଭୁବନେଶ୍ବର: ଜେଇଇ ଆଡଭାନ୍ସଡ୍ ୨୦୨୦ ର ଫଳାଫଳ ଆଜି ଆଇଆଇଟି-ଦିଲ୍ଲୀ ଦ୍ୱାରା ଘୋଷଣା କରାଯାଇଛି | କମନ୍ ରାଙ୍କ୍ ଲିଷ୍ଟ (ସିଆରଏଲ)ରେ ୭୩ ନମ୍ବର ସହିତ ଶିବାଶିଷ ରାଉତ ଓଡ଼ିଶାରୁ ଶୀର୍ଷରେ ରହିଛନ୍ତି। ଏହା ସହ ଜେଇଇ ଆଡଭାନ୍ସଡ୍ ୨୦୨୦ ସିଆରଏଲରେ ଚିରାଗ ଫାଲୋର ୧ନମ୍ବରରେ ରହିଛନ୍ତି | ସେ ୩୯୬…
Read More...

୨୭ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ୫ ଗିରଫ

ପୁରୀ: ପୁରୀ ସହରର ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ୨୭୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ଅପରାହ୍ନରେ ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ୨୭୫…
Read More...