ନକଲି ମହୁ ଠାବ
କଟକ- କଟକ ରାଣୀହାଟ କେନାଲ ରୋଡ ଅଂଚଳରେ ଏକ ନକଲି ମହୁ ତିଆରି କାରଖାନା ପୋଲିସ ଠାବ କରିଛି । କେବଳ ମୁହୁ ନୁହେଁ ଗୋଲାପ ଜଳ ଓ ଲକ୍ଷାଧିକ ଟଙ୍କାର ନକଲି ପୂଜା ସାମଗ୍ରୀ ଜବତ ହୋଇଛି । ବହାର ରାଜ୍ୟରୁ ବିଭିନ୍ନ କଂପାନୀ ଷ୍ଟିକରକୁ ବ୍ୟବହାର କରି ନକଲି ସମାଗ୍ରୀ ତିଆରି କରାଯାଇଥିଲା ।!-->…
Read More...
Read More...