Browsing Category

ପ୍ରମୁଖ ଖବର

ଜଳିଗଲା ୬ ବଖରା ଘର

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ବ୍ଳକ ଅନ୍ତର୍ଗତ ଅସୁରଳି ଗ୍ରାମ ପଂଚାୟତର ତୋରାବନ୍ତିଆ ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡାର ୬ ବଖରା ଘର ଜଳିଯାଇଥିବାର ସୂଚନା ମିଳିଛି । ସେହି ଗ୍ରାମର ବିନୋଦ ବିହାରୀ ସାହୁ , ପ୍ରଭାତ ସାହୁ ,ରାଜେନ୍ଦ୍ର କୁମାର ସାହୁ , ସୁନାକର ସାହୁ, ପ୍ରଶାନ୍ତ ସାହୁ,
Read More...

ହୋମ୍ କ୍ୱାରେଂଟାଇନରେ ବ୍ୟାଙ୍କର ସମସ୍ତ କର୍ମଚାରୀ

ଉଦଳା: ଉଦଳା ଷ୍ଟେଟ୍ ବ୍ୟାଙ୍କ ଶାଖାର ଫିଲ୍ଡ୍ ଅଫିସର କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମତିଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ଏଥି ସହିତ ପ୍ରସାସନ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଂଟାଇନ୍ ରହିବାକୁ ନିର୍ଦେଶ ଦିଆଯାଇଛି । ତେବେ ବ୍ୟାଙ୍କରେ ଲୋକଙ୍କ
Read More...

କୋଭିଡ-୧୯ ସେଂଟର ପାଇଁ ହାଲ କମ୍ପାନୀକୁ ଅନୁରୋଧ

ଭୁବନେଶ୍ୱର- ସୁନାବେଡା ଠାରେ ୨୦୦ ଶଯ୍ୟା ବିଶିÂ କୋଭିଡ ହସ୍ପିଟାଲ ନିର୍ମାଣ କରିବା ପାଇଁ ହିନ୍ଦୁସ୍ତାନ ଏରୋନୋଟିକ୍ସି ଲିମିଟେଡକୁ ଅନୁରୋଧ କରିଛନ୍ତି କରୋପୁଟ ସାଂଶଦ । ଏଥିପାଇଁ ସେ ଏକ ଚିଠା ହାଲ ନିଦେ୍ର୍ଧଶକଙ୍କୁ ଦେଇଛନ୍ତି । ଏହାପରେ ସେହି ଚିଠାର କପି ସୁନେବେଡା ସିଏମଡି, ହାଲ,
Read More...

ଚୀନ୍ ବିରୋଧରେ ଆମେରିକାର ଚକ୍ରବ୍ୟୁହ

ୱାଶିଂଟନ: ଚୀନ୍ ବିରୋଧରେ ଆମେରିକା ଏବେ ବଡ ପଦକ୍ଷେପ ନେବାକୁ ଯାଉଛି । ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ , ଚୀନରେ ଶାସନ କରୁଥିବା କମ୍ୟୁନିଷ୍ଟ ପାର୍ଟିର ସମସ୍ତ ସଦସ୍ୟ ଏବଂ ସେମାନଙ୍କ ପରିବାର ଲୋକଙ୍କ ଉପରେ ଟମ୍ପ ପ୍ରଶାସନ ଭିସା ବ୍ୟାନ୍ ଲଗାଇବାକୁ ଚିନ୍ତା
Read More...

ଭୁବନେଶ୍ୱର ୟୁନିଟ-୪ ମାର୍କେଟ ବନ୍ଦ

ଭୁବନେଶ୍ୱର- କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଏମସ ପକ୍ଷରୁ ୟୁନିଟ-୪ ମାର୍କେଟକୁୁ ସଟଡାଉନ କରାଯାଇଛି । ଶୁକ୍ରବାର ଠାରୁ ୟୁନିଟି-୪ ମାର୍କେଟ ଓ ତା ଆଖପାଖରେ ଥିବା ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିବ । ପରବର୍ତୀ ନିର୍ଦେଶ ଜାରି ନହେବା ପର୍ଯ୍ୟନ୍ତ
Read More...

୩ ଫୁଟର ନାଗ ଉଦ୍ଧାର

ଭୁବନେଶ୍ୱର: ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଘରୁ ଏକ ନାଗ ସାପ ଉଦ୍ଧାର ହୋଇଛି । ୩ ଫୁଟର ନାଗ ସାପଟି ବିଧାୟକ ଶ୍ରୀ ଜେନାଙ୍କ ସରକାରୀ ବାସଭବନ ଥିବା ଫୁଲ ଗଛ କୁଣ୍ଡ ତଳେ ଲୁଚି ରହିଥିଲା । ଉପସ୍ଥିତ ଲୋକେ ନାଗକୁ ଦେଖି ସ୍ନେକ୍ ହେଲ୍ପ ଲାଇନ୍ ଫୋନ କରିଥିଲେ । ବିଧାୟକଙ୍କ ଘର ୟୁନିଟ୍-୧ର
Read More...

ରାଜ୍ୟରେ ନୂଆ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରେ- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଗତ ୨୪ ଘଂଟାରେ ନୂଆ ୭୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୪୭୯ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୩୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି

ଭୁବନେଶ୍ୱରେ- ପ୍ରତ୍ୟେକ ଦିନ କେହିନା କେହି କରୋନାରେ ମୃତ୍ୟୁ ବରଣ କରୁଛନ୍ତି । ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ଅନୁପାତରେ ମୃତ୍ୟୁ ସଂଖ୍ୟ ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ
Read More...

ସଟଡାଉନରେ ହୋଇପାରିବ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ୱର- କୋଭିଡ-୧୯ ପାଇଁ କ୍ରମାଗତ ଭାବେ ଯୁକ୍ତ ଦୁଇ ଖାତା ଦେଖାରେ ବିଭ୍ରାନ୍ତ ଦେଖାଦେଇଛି । ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାପ୍ତାହିକ ସଟଡାଉନରେ ଖାତା ମୂଲ୍ୟାଙ୍କନ ହୋଇପାରିବ ବୋଲି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଜୁନ ୧ ତାରିଖରେ
Read More...

ହେଲପରର ମୃତଦେହ ଉଦ୍ଧାର: ଡ୍ରାଇଭର ଅଟକ

କେନ୍ଦୁଝର: କେନ୍ଦୁଝରର ଏକ ଟ୍ରକ୍ ଭିତରୁ ଡ୍ରାଇଭରଙ୍କ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ୍ । ମୃତକ ଜଣଙ୍କ ହେଉଛନ୍ତି ପାରାଦ୍ୱୀପ ବେଲ୍ଟ ଲାଇନ୍ ମୁଣ୍ଡାପଡା ବସ୍ତିର ବାବୁଲି ସିଂ । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ପରେ ଡ୍ରାଇଭରକୁ ଅଟକ ରଖିଛି ପାରାଦ୍ୱୀପ ପୋଲିସ୍ । ଡ୍ରାଇରର କହିବା
Read More...