Browsing Category

ପ୍ରମୁଖ ଖବର

ଓଡ଼ିଶାରେ ପ୍ଲାଜମା ଥେରାପିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ- ରାଜ୍ୟରେ କରୋନା ସଂକ୍ରମଣ ଦୃତ ଗତିରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଏସସିବି ମେଡିକାଲ କଲେଜ, ବ୍ଲଡ ବ୍ୟାଙ୍କ ପରିସରରେ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ଲାଜମା ଥେରାପିର ଶୁଭାରମ୍ଭ କରିଛନ୍ତି ।
Read More...

ଲାଂଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ନୂଆପଡା- ଉଠା ଜଳସେଚନ ପଏଂଟକୁ ନୂତନ ବିଦୁ୍ୟତ ସଂଯୋଗ ଦେବା ପାଇଁ ୧୦ ହଜାର ଟଙ୍କା ଲାଂଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ନୂୂଆପଡା ସଦର ୱେସ୍କୋ କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ଲାଂଚ ଟଙ୍କା ମଧ୍ୟ ଜବତ କରିଛନ୍ତି । ପରେ ତାଙ୍କ ଭଡା ଘର ଓ ପୈତୃକ
Read More...

ଭୁବନେଶ୍ୱରରେ ରେକର୍ଡ : ଗୋଟିଏ ଦିନରେ ୯୦ କରୋନା ପଜିଟିଭ

ଭୁବନେଶ୍ୱର- ଭୁବନେଶ୍ୱରରେ ବୁଧବାର ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରୁ ୬୩ ଓ ସ୍ଥାନୀୟ ଆକ୍ରାନ୍ତ ୨୭ ଜଣ ରହିଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ହୋଇଛି । ଏନେଇ ବିଏମସି ପକ୍ଷରୁ
Read More...

ଜିଓ ପ୍ଲାଟଫର୍ମରେ ନିବେଶ କରିବ ଗୁଗଲ୍

ନୂଆଦିଲ୍ଲୀ: ବିଶ୍ୱର ୫ମ ସର୍ବବୃହତ ଅର୍ଥନୀତି ଭାବେ ପରିଗଣିତ ହେଉଥିବା ଭାରତରେ ନିଜ ସ୍ଥିତି ମଜଭୁତ କରିବାକୁ ଗୁଗଲ୍ ଆଗାମୀ ସାତବର୍ଷ ମଧ୍ୟରେ ପ୍ରାୟ ୧୦ବିଲିଅନ ଡଲାର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି। ଭାରତ ସଂପ୍ରତି ବିଶ୍ୱର ପ୍ରମୁଖ ଇଣ୍ଟରନେଟ ସେବା ଯୋଗାଣକାରୀଙ୍କ ପାଇଁ ଆକର୍ଷଣର
Read More...

ଏଲଏସିରେ ଚୀନକୁ ମାତ୍ ଦେବାକୁ ହାଲୁକା ଟ୍ୟାଙ୍କ୍ କିଣିବ ଭାରତ

ନୂଆଦିଲ୍ଲୀ- ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ରେ ଚୀନ ସହିତ ଭାରତର ସୀମା ବିବାଦ ଲାଗିରହିଛି । ଚୀନ ଏକାଧିକ ଥର ଏଲଏସିରେ ଭାରତ ବିରୋଧରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଏଲଏସିରେ ଚୀନକୁ ମାତ୍ ଦେବା ଲାଗି ଭାରତ ଲାଇଟ୍ ୱେବ୍ ବା ହାଲୁକା ଟ୍ୟାଙ୍କକ କିଣିବାକୁ
Read More...

କରୋନା ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ

ୱାଶିଂଟନ- କରୋନା ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ ହୋଇଛି । ଫାର୍ମା କମ୍ପାନୀ ମୋଡେର୍ନା ପକ୍ଷରୁ ଏହି ପରିକ୍ଷଣ କରାଯାଇଛି । ଏହି ଟିକା ନେଇଥିବା ରୋଗୀଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ପରୀକ୍ଷଣର ଫଳାଫଳରୁ ସ୍ପଷ୍ଟ ହୋଇଛି । ଆମେରିକୀୟ ଗବେଷକ ମାନଙ୍କ
Read More...

ବିଜେପି ନେତାଙ୍କୁ ଉଠାଇ ନେଲେ ଆତଙ୍କବାଦୀ

ଶ୍ରୀନଗର- ଜାମ୍ମୁ-କାଶ୍ମୀରରେ ଜଣେ ବିଜେପି ନେତା ଓ ବାପା –ଭାଇଙ୍କୁ ହତ୍ୟାର ସପ୍ତାହକ ମଧ୍ୟରେ ଆଉଜଣେ ବିଜେପି ନେତା ଙ୍କୁ ଅପହରଣ କରିନେଇଛନ୍ତି ଆତଙ୍କବାଦୀ । ସେ ହେଲେ ମେହରାଜ୍ ଉଦ୍-ଦିନ୍ ମାଲ୍ଲା । ବାରାମୂଳା ଜିଲ୍ଲାର ୱାଟରଗାମ୍ ମୁ୍ୟନିସିପାଲ କମିଟି ଉପସଭାପତି ଥିବା ମେହରାଜ ବୁଧବାର
Read More...

କୋଭିଡ କେୟାର ହୋମ ପାଇଁ ନୂଆ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଦ୍ୟ ବଢୁଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି
Read More...

ଆଜି ବିଶ୍ୱ ଦକ୍ଷତା ଦିବସ: ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ- କରୋନା ସଙ୍କଟ ବିଶ୍ୱର ସଂସ୍କୃତି ସହିତ ଚାକିରିର ପ୍ରକୃତିକୁ ବଦଳାଇ ଦେଇଛି । କିନ୍ତୁ ଆମ ଯୁବପିଢି ପ୍ରତିଦିନ ବଦଳୁଥିବା ସମୟ ସହିତ ନୂଆ ଦକ୍ଷତାକୁ ବି ଶିଖୁଛନ୍ତି । ସମୟ ଅନୁସାରେ ଦକ୍ଷତାକୁ ବଦଳାଇବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର
Read More...

କାହିଁକି ଏଯାଏ ସଚିନ ପାଇଲଟଙ୍କୁ ବହିଷ୍କାର କରୁନି କଂଗ୍ରେସ !

ନୂଆଦିଲ୍ଲୀ- ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବା ସଚିନ ପାଇଲଟଙ୍କୁ ମହଙ୍ଗା ପଡିଛି । ଏଥିପାଇଁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ରାଜ୍ୟ ମୁଖ୍ୟ ପଦରୁ ବରଖାସ୍ତ କରାଯାଇଛି । ସଚିନଙ୍କ ବ୍ୟତୀତ ତାଙ୍କୁ ସମର୍ଥନ କରୁଥିବା ଦୁଇ ଜଣ ମନ୍ତ୍ରୀଙ୍କୁ
Read More...