Browsing Category

ପ୍ରମୁଖ ଖବର

କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୫୯୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୩ ଜଣ ଗଞ୍ଜାମ ଜିଲ୍ଲାର । ସେଥିରେ ଜଣେ ୫୬ ବର୍ଷୀୟ ପୁରୁଷ ଅଛନ୍ତି ଯିଏ ଡ଼ାଇବେଟିସ୍ ରୋଗରେ ପୀଡିତ ଥିଲେ । ସେହିଭଳି ପୂର୍ବରୁ କୌଣସି ରୋଗ ନଥିବା ବେଳେ ୫୦ ବର୍ଷୀୟ ଜଣେ ପୁରୁଷ ମଧ୍ୟ
Read More...

ଆଦିତ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତ୍ୟୁ ଘଟଣାର ସିବିଆ ତଦନ୍ତ ଦାବି କରି ଆଜି ୟୋର୍ସ ହୋପ୍ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ୱରଠାରେ ଧାରଣା ଦିଆଯାଇଥିଲା । ଆଦିତ୍ୟ ଦାସ ଜଣେ ସମାଜସେବୀ ଭାବେ ଓଡ଼ିଶାର ଜନସାଧାରଣଙ୍କୁ ସେବା ଯୋଗାଇଦେବା ସହ ମଦ ବିରୋଧୀ ଆନ୍ଦୋଳନରେ
Read More...

ଜଟଣୀ ବିଏସ୍ଏଫ୍ କ୍ୟାମ୍ପର ୨ ଯବାନଙ୍କୁ କରୋନା

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା କ୍ୟାମ୍ପରେ ୨ଜଣ ଯବାନ କରୋନା ସଂକ୍ରମିତ ହୋଇଛନ୍ତି । ଏ ନେଇ ଖୋର୍ଦ୍ଧା ଜିଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି । ଜଟଣୀ ବିଏସ୍ଏଫ୍ କ୍ୟାମ୍ପରେ ୨୪୫ ଜଣଙ୍କ ସ୍ୱାବ୍ ଟେଷ୍ଟ ହୋଇଥିବା ବେଳେ ୨ଜଣ ଯବାନ କରୋନା ସଂକ୍ରମିକ ହୋଇଥିବା ଜଣାପଡିଛି ।
Read More...

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କେରାନା ପଜେଟିଭ୍ ଚିହ୍ନଟ

ମୁମ୍ବାଇ- ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ରିପୋର୍ଟ କରୋନା ଜିଟିଭ୍ ଥିବା ନେଇ ବିଏମସି କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ କରୋନା ନେଗେଟିଭ୍ ଥିବା
Read More...

ଦୁଇ କ୍ୟାଡର ନକ୍ସଲଙ୍କ ଆତ୍ମସର୍ମଣ

ମାଲକାନଗିରି- ମାଲକାନଗିରି ଏସ୍ପିଙ୍କ ନିକଟରେ ରବିବାର ଦୁଇ ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଲାକେ ପୁନମ(ମହିଳା) ଓ କାନ୍ନା ମାଢି (ପୁରୁଷ) । ସେମାନେ ଆନ୍ଧ୍ର ଓଡ଼ିଶା ଡିଭିଜନ୍ କମିଟି ମିଲିଟାରୀ ପ୍ଲାଟୁନରେ କାର୍ଯ୍ୟରତ ଥିଲେ । କାନ୍ନାଙ୍କ ମୁଣ୍ଡରେ ୪ଲକ୍ଷ
Read More...

ସୋମବାରଠୁ କଟକ ସହରରୁ ହଟିବ ସଟଡାଉନ୍

କଟକ- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟଡାଉନ୍ ସୋମବାରଠୁ ହଟିବ । ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି । ସ୍ଥିତିର ସମୀକ୍ଷା କରାଯାଇ ସଟ୍ଡାଉନ୍ ହଟିବା ନେଇ ନିଷ୍ପତି ହୋଇଥିବା କୁହାଯାଇଛି । ହେଲେ ସନ୍ତାହରେ ଶନିବାର ଓ ରବିବାର
Read More...

ନେପାଳରେ ଭୂସ୍ଖଳନ: ୧୧ମୃତ ୨୩ ନିଖୋଜ

କାଠମାଣ୍ଡୁ- ନେପାଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଶନିବାର ପ୍ରବଳ ବର୍ଷା ଯୋଗୁ ମାୟାଗଡି ଜିଲ୍ଲାରେ ଭୂସ୍କଳନ ଘଟି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ନିଖୋଜ ଅଛନ୍ତି । ମାରାଙ୍ଗଠାରୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଠାରେ ୧୧ଜଣ ଏବେ ଯାଏ ନିଖୋଜ ଅଛନ୍ତି ।
Read More...

ବିଗ୍ ବିଙ୍କ ପରେ ଅନୁପମ ଖେରଙ୍କ ପରିବାର କରୋନା ପଜେଟିଭ

ମୁମ୍ବାଇ: କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଶନିବାର ବିଗ ବି ଓ ତାଙ୍କ ପୁଅ ଅଭିଷେକ କରୋନା ପଜିଟିଭ ଜଣାପଡିଥିବା ବେଳେ ରବିବାର ଅନୁପମ ଖେରଙ୍କ ପରିବାର କରୋନା ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ବିଷୟରେ ନିଜେ ଅନୁପମ ଖେର ଭିଡିଓ ମାଧ୍ୟମରେ ଟ୍ୱିଟ୍ କରି
Read More...

ମହାରାଷ୍ଟ୍ର ରାଜ୍ୟପାଳଙ୍କ ବାସଭବନରେ ୧୬ କର୍ମଚାରୀ କରୋନା ପଜିଟିଭ

ମୁମ୍ବାଇ- ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂହ କୋଣୟାଙ୍କ ବାସଭବନରେ କାର୍ଯ୍ୟକରୁଥିବା ୧୬ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ରବିବାର ଜଣାପଡିଛି । ତେବେ ସମସ୍ତ କର୍ମଚାରୀଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି । ଏହାସହ ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ
Read More...

କରୋନା କବଳରେ ଅମିତାଭ ଓ ଅଭିଷେକ ବଚ୍ଚନ

ମୁମ୍ବାଇ- ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ଏବେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଅମିତାଭ ଙ୍କ କରୋନା ପଜେଟିଭ ଆସିବା ପରେ ସମସ୍ତଙ୍କର କୋଭିଡ ରିକ୍ଷା କରାଯାଇଥିଲା ଯେଉଁଥିରେ ୪୪ ବର୍ଷୀୟ ଅଭିଷେକ
Read More...