Browsing Category

ପ୍ରମୁଖ ଖବର

୩୮ ବର୍ଷ ପରେ ଗିରଫ ହେଲା କୁଖ୍ୟାତ ଡକାୟତ

ନୂଆଦିଲ୍ଲୀ: ଗୁଜୁରାଟ ପୋଲିସ୍ ୩୮ ବର୍ଷର ପୁରୁଣା ହତ୍ୟା ଓ ଡକାୟତି ସହ ଜଡିତ ଜଣେ କୁଖ୍ୟାତ ଅପରାଧିକୁ ଗିରଫ କରିଛି । ବାଡମେର ପୋଲିସ୍ ଅଧିକ୍ଷକ ଆନନ୍ଦ ଶର୍ମାଙ୍କ କହିବା ଅନୁସାରେ ଗୁଜୁରାଟ ପୋଲିସ୍ ୬୬ ବର୍ଷୀୟ ଶକ୍ତିଦାନ ସିଂହକୁ ବିଜବାଲା ଗାଁରୁ ଗିରଫ କରିଛି । କିଛି ଦିନ ହେଲା ପୋଲିସ୍
Read More...

ଭିଜିଲାନ୍ସ ଜାଲରେ ପଡିଲେ ଲାଞ୍ଜିଗଡ ଜିପିଟିଏ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଂଚାୟତ ଦାୟିତ୍ୱରେ ଥିବା ଟେକ୍ନିକାଲ ଆସିଷ୍ଟାଣ୍ଡ ସୁବ୍ରତ ମଲ୍ଲିକ ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ପୋଖରୀ ପୁନରୁଦ୍ଧାର କାମର ବିଲ୍ କରାଇଦେବାକୁ ୩୩ ହଜାର ଟଙ୍କା ଦାବି କରି ଭିଜିଲାନ୍ସ ହାତରେ
Read More...

ଭୁବନେଶ୍ୱରେ ଆରମ୍ଭ ହେଲା ସରର୍ଭିଲାନ୍ସ ଟେଷ୍ଟ

ଭୁବନେଶ୍ୱର- ଭୁବନେଶ୍ୱରରେ ଆରମ୍ଭ ହୋଇଛି ସିରୋ ସରର୍ଭିଲାନ୍ସ ପରୀକ୍ଷା । କିଭୋଡି -୧୯ର ସମସ୍ତ ଗାଇଡଲାଇନ ପାଳନ କରି ଏହି ଟେଷ୍ଟ କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିର୍ଦେଶଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୈଧୁରୀ । ଏହି ସରର୍ଭିଲାନ ପାଇଁ ବୈଷୟିକ ସହାୟତା ଆରଏମଆରସି
Read More...

ଚାଇନା ଠାରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି ଟିକଟକ୍

ନୂଆଦିଲ୍ଲୀ: ଭାରତ ୫୯ଟି ଚାଇନିଜ୍ ଆପ୍ ଉପରେ ବ୍ୟାନ୍ ଲଗାଇବା ପରେ ଚୀନ୍ କମ୍ପାନୀଗୁଡିକୁ ବହୁ କ୍ଷତି ସହିବାକୁ ପଡୁଛି । କ୍ଷତି ହେତୁ ଟିକଟକ୍ ପ୍ୟାରେଂଟ୍ କମ୍ପାନୀ ବାଇଟ୍ ଡାନ୍ସ ଏହାର ମୁଖ୍ୟାଳୟକୁ ଚୀନ୍ ରୁ ହଟାଇ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି । ସୂଚନାଅନୁସାରେ
Read More...

ମୃତିକା ବିଜ୍ଞାନ ବିଭାଗର ପ୍ରଫେସରଙ୍କୁ କରୋନା

ଭୁବନେଶ୍ୱର: ଓୟୁଏଟି କୃଷି କଲେଜ ଅଧୀନସ୍ଥ ମୃତିକା ବିଜ୍ଞାନ ବିଭାଗର ଜଣେ ପ୍ରଫେସର କରୋନା ସଂକ୍ରମିତ ହୋଇଛନ୍ତି । ହେଲେ ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଓୟୁଏଟିକୁ ସିଲ୍ କରିନଥିବାରୁ ଉଭୟ ଶିକ୍ଷକ ଓ ଅଣ ଶିକ୍ଷକ ମହଲରେ ଅସନ୍ତୋଷ ଦେଖା ଦେଇଛି । କର୍ମଚାରୀ ମାନେ ବିଦ୍ୟାଳୟକୁ
Read More...

ସପିଂ ମଲରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ବୋିରବଲୀ ୱେଷ୍ଟରେ ଥିବା ଏକ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣା ସ୍ଥଳରେ ୧୪ ଟି ଦମକଳ ଗାଡି ପହଁଚି ନିଆଁକୁ ଆୟତ କରିଛନ୍ତି । ବର୍ତମାନ ସୁଦ୍ଧା କେହି ମୃତାହତ ହୋଇନଥିବା ସୂଚନା ମିଳିଛି । କିନ୍ତୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତି ପୋଡି ପାଉଁଶ
Read More...

ଡିଜିଟାଲ ଆନ୍ଦୋଳନ

ଭୁବନେଶ୍ୱର: କରୋନା ଭଳି ସଂକଟ ସମୟରେ ମଣିଷ ଜୀବନ ଓ ଜିବିକା ଭିତରେ ଜିବିକାକୁ ବାଛୁଥିବା ବେଳେ , ସରକାର କିନ୍ତୁ ଦରମାରେ ପାତରଅନ୍ତର କରୁଛନ୍ତି ବୋଲି ଓଡିଶା ଚୁକ୍ତିଭିତିକ କର୍ମଚାରୀ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛିି । । ସ୍ଥାୟୀ ନିଯୁକ୍ତି ନେଇ ଦୀର୍ଘ ବର୍ଷର ଦାବିକୁ ଏଡାଇ ଚାଲଛନ୍ତି
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସତସଙ୍ଗ ବିହାରର ଆର୍ଥିକ ସହାୟତା

ଭୁବନେଶ୍ୱର- ମହାମାରୀ କରୋନା ପାଇଁ ସତସଙ୍ଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ୨ଶହ ୨୯ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସତସଙ୍ଗ ପରିଚାଳକ ଅଭୟ ପରିଡା ସମେତ ହୁର୍ଷିକେଶ ସୋନାପତି, ଗୁରୁବାଇ ପ୍ରଫୁଲ୍ଲ କୁମାର ମହାନ୍ତି ଓ ଭଗବତ ତ୍ରିପାଠୀ ସଚିବାଳୟରେ
Read More...

କରୋନାରେ ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ । ମୃତକଙ୍କ ମଧ୍ୟରୁ ୪ ଜଣ ପୁରଷ ଓ ଜଣେ ମହିଳା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରେ ପୁରୀ ଜିଲ୍ଲାର ୭୦ ବର୍ଷୀୟ ବୃଦ୍ଧ, କଟକ ଜିଲ୍ଲାର ୪୬ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ଜଣେ ୭୨
Read More...

କୁଳପତି ପଦବି ପାଇଁ ୩୬୪ ଜଣ ଆବେନଦକାରୀ

ଭୁବନେଶ୍ୱର: ରାଜ୍ୟରେ ୬ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ କୂଳପତି ପଦବି ପାଇଁ ୩୬୪ ଜଣ ଆବେଦନ କରିଛନ୍ତି । ଖଲିକୋଟ୍ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ,ଗଙ୍ଗାଧର ମହିଳା ବିଶ୍ୱବିଦ୍ୟାଳୟ,ଉତ୍କଳ ବିଶ୍ୱବିଦ୍ୟାଳୟ,ଫକୀର ମୋହନ ବିଶ୍ୱବିଦ୍ୟାଳୟ,ଓ ଉତର ଓଡିଶା ବିଶ୍ୱବିଦ୍ୟାଳୟ ନୂଆ
Read More...