Browsing Category

ପ୍ରମୁଖ ଖବର

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୫୫୪୪କୁ ବୃଦ୍ଧି

ନୂଆଦିଲ୍ଲୀ- ବେକାବୁ ହେବାରେ ଲାଗିଛି କରୋନା ସ୍ଥିତି । ଭାରତରେ ଗତ ୨୪ ଘଂଟାରେ ନୂଆ ୨୦,୯୦୩ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୫୫୪୪କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ମଧ୍ୟରୁ ୩୭୯୮୯୨ ସୁସ୍ଥ ହୋଇଥିବା ବେଳେ ମୋଟ ଆକଟିଭ କୋସ ୨୨୭୪୩୯
Read More...

ପୁଲିସ୍ କନେଷ୍ଟବଳର ସାମ୍ବାଦିକ ଉପରେ ଦାଦାଗିରି

ପୁରୀ: ପୁରୀ ବେଳାମାର୍ଗରେ ଏକ ପୁଲିସ୍ କନେଷ୍ଟବଳ ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାର ଅଭିଯୋଗ ଆସିଛି । ସାମ୍ବାଦିକ ଜଣଙ୍କ ଲାଇଟ୍ ହାଉସ୍ ନିକଟକୁ ଖବର ସଂଗ୍ରହ କରିବାକୁ ଯାଇଥିଲେ । ମୁହଁରେ ପିନ୍ଧିଥିବା ମାସ୍କ ତଳେ ଖସିପଡିବାରୁ କୁକୁର ଏହାକୁ ଶୁଘିଂ ଦେଇଥିଲା । ଉକ୍ତ
Read More...

ରାଜ୍ୟରେ କରୋନା ନେଲା ଆଉ ଦୁଇ ମୁଣ୍ଡ

ଭୁବନେଶ୍ୱର- କରୋନାରେ ଆଖି ବୁଜିଲେ ଆଉ ଦୁଇ ଆକ୍ରାନ୍ତ । ମୃତକଙ୍କ ଘର ଗଞ୍ଜାମ ଜିଲ୍ଲାରେ ଓ ଉଭୟ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୬୬ ଓ ୪୦ ବର୍ଷ ଥିଲା । ପୂର୍ବରୁ ସେମାନେ ଉଚ୍ଚ ରକ୍ତଚାପ ଓ ଡାଇବେଟିସରେ ପୀଡିତ ଥିଲେ । କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅସ୍ଥାରେ ତାଙ୍କର
Read More...

ମଦ କାରବାର ନେଇ ବୃଦ୍ଧଙ୍କୁ ହତ୍ୟା

ନୟାଗଡ : ନୟାଗଡ ଟାଉନ୍ ଥାନା ଡିଆଁପଡା ଗ୍ରାମର ୬୫ ବର୍ଷର ବୃଦ୍ଧଙ୍କୁ ଶିଳରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ରକ୍ତରେ ଜୁଡୁବୁଡୁ ହୋଇ ଭଙ୍ଗା କୁଡିଆ ଭିତରେ ପଡିଥିବା ଶବକୁ ଟାଉନ୍ ଥାନା ପୁଲିସ୍ ଜବତ କରିଛି । ସାନ ପୁଅ କ୍ଷେତକୁ ପରିବା ତୋଳିବାକୁ ଯାଇଥିବାବେଳେ ବାପାଙ୍କ ମୃତ
Read More...

ଗଛରେ ପିଟିହେଲା ବାଇକ୍ :୪ ନାବାଳକ ମୃତ

ଲମତାପୁଟ: କୋରାପୁଟ ଜିଲ୍ଲା ପାଡୁଆ ଆଇଜି ନିକଟରେ ଭାରସାମ୍ୟ ହରାଇ ବାଇକ୍ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘରକୁ ଫେରୁଥବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସନେ୍ଦହ କରାଯାଉଛି । ୪ଜଣ
Read More...

କିନ୍ନରଙ୍କୁ ମିଳିବ ଭତା

ଭୁବନେଶ୍ୱର- କିନ୍ନରଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ । କିନ୍ନରଙ୍କ ବୟସ ଅନୁସାରେ ୫୦୦ରୁ ୯୦୦ ଟଙ୍କା ପର୍ଯ୍ୟନ୍ତ ଭତା ଦିଆଯିବ । ଭତା
Read More...

ଉତର ପ୍ରଦେଶ ସରକାରଙ୍କୁ ବିରୋଧି ଦଳର ସମାଲେଚନା

ନୂଆଦିଲ୍ଲୀ- କାନପୁର ଏନକାଉଂଟରରେ ମୃତ୍ୟୁ ବରଣ କରିଥିବା ୮ ପୋଲିସ ଅଫିସରଙ୍କୁ ନେଇ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ବିଏସପି ମୁଖ୍ୟ ମାୟାବତୀ । ଯେଉଁଠାରେ ସୁରକ୍ଷା କର୍ମୀଙ୍କ ନିରାପତା ନାହିଁ
Read More...

ଭୂମିହୀନ ଚାଷୀ ପାଇଁ ‘ବଳରାମ’ ଯୋଜନା

ଭୁବନେଶ୍ୱର: କାଳିଆ ଯୋଜନା ପରେ ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ଆଣିଛନ୍ତି ନୂଆ ‘ବଳରାମ’ ଯୋଜନା । ଏଥିରେ ଭୂମିହୀନ ଚାଷୀ ମାନଙ୍କୁ ଅର୍ନ୍ତଭୁକ୍ତ କରାଯାଇଛି । ୨ ବର୍ଷରେ ୭ ଲକ୍ଷ ଚାଷୀ ଏହି ଯୋଜନା ଦ୍ୱାରା ଉପକୃତ ହେବେ । ୭୦ ହଜାର ଗ୍ରୁପ ମାଧ୍ୟମରେ ୧୦୪୦ କୋଟି ଟଙ୍କାର ଋଣ ଯୋଗାଇ
Read More...

୫ରେ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ : ଆସନ୍ତା ୫ତାରିଖ ଦିନ ଦେଶରେ ଚନ୍ଦ୍ରଗହଣ ଦୃଶ୍ୟମାନ ହେବ । ଚଳିତ ବର୍ଷ ଏହା ହେଉଛି ତୃତୀୟ ଚନ୍ଦ୍ର୍ରଗ୍ରହଣ । ପୂର୍ବରୁ ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁଆରି ୧୦ତାରିଖରେ ସଂଘଟିତ ହୋଇଥିଲା ବେଳେ ଦ୍ୱିତୀୟ ଚନ୍ଦ୍ରଗହଣ ହୋଇଥିଲା ଜୁନ୍ ୫-୬ ତାରିଖରେ । ତେବେ ଏହି ଚନ୍ଦ୍ର ଗ୍ରହଣ
Read More...

ଗଞ୍ଜାମ ଜିଲ୍ଲାରେ ଗାଡିଚଳାଚଳ ମନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି ବେଳେ ଜିଲ୍ଲା ପ୍ରଶାସନ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଭିତରେ ସମସ୍ତ ପ୍ରକାରର ଗାଡି ଚଳାଚଳକୁ ନିଷିଦ୍ଧ କରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି
Read More...