Browsing Category

ପ୍ରମୁଖ ଖବର

ୟୁଏଇରେ ସେପ୍ଟେମ୍ବର ୧୯ରୁ ଆଇପିଏଲ୍

ନୂଆଦିଲ୍ଲୀ: ଆସନ୍ତା ସେପ୍େଟମ୍ବର ମାସ ୧୯ ତାରିଖରୁ ୟୁଏଇରେ ଆଇପିଏଲ ସିଜିନ-୧୪ର ଅବଶିଷ୍ଟ ମ୍ୟାଚ୍ ଗୁଡିକ ଖେଳାଯିବ ବୋଲି ଆଜି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ମ୍ୟାଚ୍ । କରୋନା ପାଇଁ ଆଇପିଏଲ ୨୦୨୧କୁ
Read More...

ଓଏଟି ଉଚ୍ଛେଦ କାଏମ

କଟକ: ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ଓଏଟି) ଉଚ୍ଛେଦ ନିଷ୍ପତିକୁ ଓଡିଶା ହାଇକୋର୍ଟ କାଏମ ରଖିବା ସଙ୍ଗେ ସଙ୍ଗେ ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ଦାୟର ହୋଇଥିବା ୬ଟି ରିଟ୍ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି । ୨୦୧୯ ଜୁଲାଇରେ ଓଏଟି ଉଚ୍ଛେଦ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି
Read More...

ଦେଶରେ ଟିକା ନେଲେଣି ୨୩.୧୩ କୋଟିରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ୨୩କୋଟିରୁ ଅଧିକ କୋଭିଡ ଟିକାକରଣ କରି ଭାରତ ଆଉ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । ଏ ପର୍ଯ୍ୟନ୍ତ ୨୩ କୋଟି ୧୩ ଲକ୍ଷ ୨୨ ହଜାର ୪୧୭ ପାନ ଟିକା ଦିଆଯାଇ ସାରିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତକାଲି ଗୋଟିଏ ଦିନରେ ୩୩ ଲକ୍ଷ ୫୩ ହଜାରରୁ ଅଧିକ
Read More...

ରାଜ୍ୟରେ ୯%କୁ ଖସିଲା ପଜିଟିଭ୍ ହାର

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଧୀରେଧୀରେ କମୁଥିବା ବେଳେ ଆଜି ସଂକ୍ରମଣ ହାର ୯.୭କୁ ହ୍ରାସ ପାଇଛି । ଗତକାଲି ସଂକ୍ରମଣ ହାର ୧୦. ୫୧% ଥିଲା । ସୂଚନା ଯୋଗ୍ୟ ଯେ, ଗତ ମେ’ ମାସ ୨୨ତାରିଖ ଦିନ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ୧୨ହଜାର ଅତିକ୍ରମ କରିଥିବା ବେଳେ ସଂକ୍ରମଣ ହାର
Read More...

ଗଛ ଲଗାଇ ଭାବ ପ୍ରବଣ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃକ୍ଷରୋପଣ କରି ଅତ୍ୟନ୍ତ ଭାବପ୍ରବଣ ହୋଇପଡିବା ସହ ଗଛ ଲଗାଇବା ଏକ ଉତ୍ସାହଜନକ ଅନୁଭବ ଥିଲା ବୋଲି ଟ୍ୱିଟ କରି କହିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ଏହି ଗଛଟି ବଡ ହେଲେ ଏଥିରେ ଚଢେଇ ବସା କରିବେ ।
Read More...

ମହିଳାଙ୍କ ଦେହରେ ୩୨ ପ୍ରକାରର କରୋନା ଭୂତାଣୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଗବେଷକମାନେ ସମ୍ପୂର୍ଣ୍ଣ ‘ଏଚ୍‌ଆଇଭି’ ଭୂତାଣୁ କବଳିତ ଜଣେ ୩୬ ବର୍ଷୀୟ ମହିଳାଙ୍କ ଶରୀରରେ ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ବିପଜ୍ଜନକ କରୋନାଭାଇରସ୍‌ର ସନ୍ଧାନ ପାଇଛନ୍ତି । ୨୧୬ ଦିନ ହେବ କୋଭିଡ୍‌-୧୯ ଆକ୍ରାନ୍ତ ଉକ୍ତ ମହିଳାଙ୍କ ଶରୀରରେ କରୋନାଭାଇରସ୍
Read More...

ଗ୍ଲୋବାଲ ଟେଣ୍ଡରରେ ୨ସଂସ୍ଥା : ୯ରେ ଖୋଲିବ ପ୍ରାଇସ୍ ବିଡ୍‌

ଭୁବନେଶ୍ୱର: ୧୮ରୁ ୪୪ବର୍ଷ ବୟସ୍କଙ୍କୁ ମାଗଣାରେ ଟିକାକରଣ କରାଇବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ । ଆଜି ଏହି ଗ୍ଲୋବାଲ ଟେଣ୍ଡର ପାଇଁ ବିଡ୍ ଦାଖଲର ଶେଷଦିନ ଥିବାବେଳେ ୨ଟି ସଂସ୍ଥା ଏଥିରେ ଅଂଶଗ୍ରହଣ କରିଛନ୍ତି । ସାମୁହିକ
Read More...

ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଟିକାକରଣରେ ଭାରତ ଆମେରିକାକୁ ଅତିକ୍ରମ କରିଛି ବୋଲି ଟିକାକରଣ ଟାକ୍ସଫୋର୍ସ ମୁଖ୍ୟ ଡଃ ଭିକେ ପାଲ୍ କହିଛନ୍ତି । ସେ କହିଛନ୍ତି ଯେ, ଭାରତରେ କୋଭିଡ ଟିକାର ଅତି କମରେ ଗୋଟିଏ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୧୭.୨ କୋଟି ଥିବାବେଳେ ଆମେରିକାରେ
Read More...

ଦେଶରେ ଆଉ ୧,୨୦,୫୨୯ ପଜିଟିଭ୍ : ୩,୩୮୦ ମୃତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଏବେ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି । ଗତ ୫୮ ଦିନପରେ ଆଜି ଦିନକରେ ୧,୨୦,୫୨୯ କରୋନା ରେ ସଂକମିତ ହୋଇଥିଲା ବେଳେ ୩,୩୮୦ଜଣ ମୃତ୍ୟୁ ଘଟିଛି । ଫଳରେ ଦେଶରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୬,୯୪,୮୭୯ ଓ ମୃତ୍ୟୁସଂଖ୍ୟା ୩,୪୪,୦୮୨ରେ
Read More...

୧୦ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର : ଏଥର ଠିକ୍‌ ସମୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କେରଳକୁ ୨ ଦିନ ବିଳମ୍ବରେ ମୌସୁମୀର ଆଗମନ ହୋଇଥିଲେ ସୁଦ୍ଧା ଓଡ଼ିଶାକୁ ଆଗମନରେ ବିଳମ୍ବ ହେବ ନାହିଁ। ଆସନ୍ତା ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି।
Read More...